ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା , ୨୦ରୁ ଆଡମିଟ୍‌କାର୍ଡ ଡାଉନଲୋଡ

Creat A Revolution
           

ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା
ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ
ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି

ଆସନ୍ତା ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା । ସେପ୍ଟେମ୍ବର ୨୦ ପରଠୁ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ । ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି । SI ରାଙ୍କର ସମସ୍ତ cpse-2024 ପରୀକ୍ଷା ହେବ । OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା । odishapolice.gov.inରୁ ଡାଉନଲୋଡ କରିପାରିବେ ଆଡମିଟ୍‌କାର୍ଡ। ପୂର୍ବରୁ ୨ ଥର ଘୁଞ୍ଚିଥିଲା SI ପରୀକ୍ଷା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading