କନ୍ଧମାଳ :-(ରଞ୍ଜିତ କୁମାର ଦିଗାଲ) କନ୍ଧମାଳ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ବାଲି ଚାଲାଣ ଯଦି ମାତ୍ରାଧିକ ହୁଏ ତେବେ ପ୍ରକୃତି ଓ ମାନବ ସମାଜ ଉପରେ କୁ ପ୍ରଭାବ ପଡିବ ବୋଲି ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ କହିଛନ୍ତି! ସମ୍ପ୍ରତି ଭୁବନେଶ୍ୱର ରେ ଅନୁଷ୍ଠିତ ଜିଲ୍ଲା ପାଳ ସମ୍ମିଳନୀ ରେ ମୁଖ୍ୟମନ୍ତ୍ରୀ ମଧ୍ୟ୍ୟ ବାଲି ଚୋରା ଚାଲାଣ କୁ ରୋକିବା ପାଇଁ ନିର୍ଦେଶ ଦେବା ସହ ମାଇନ୍ସ ଓଭର ଏକ୍ସପ୍ଲଟେସନ ହେଲେ ପ୍ରକୃତି ଓ ମାନବ ସମାଜ ର କ୍ଷତି ସାଧନ କରିବ ବୋଲି ମାନ୍ୟବର ମୁଖ୍ୟ ମନ୍ତ୍ରୀ କହିଥିଲେ! ଅନୁମୋଦିତ ଖାଦାନ ବା କ୍ଯୁ୍ୱେରୀ ରୁ ବାଲି ଉଠାଇ ପାରିବେ! ବେଆଇନ ଖାଦାନ ରୁ ବାଲି ଚାଲାଣ କରିପାରିବେ ନାହିଁ ଏବଂ ଏହା ଦଣ୍ଡନୀୟ ଅଟେ ବୋଲି ଜିଲ୍ଲା ପାଳ ଶ୍ରୀ ବେଦ ଭୂଷଣ ସାମ୍ବାଦିକ ସୁନୀଲ ବିଶ୍ୱାଳ ଙ୍କ ପ୍ରଶ୍ନ ର ଉତ୍ତର ରେ ପ୍ରକାଶ କରିଛନ୍ତି! ବାଲିଗୁଡାରେ ବାଲି ର ଖାଦାନ (କ୍ୱେରୀ ) ନାହିଁ! ଫଳରେ ବାଲି ଚୋରା ଚାଲାଣ ହେଉଛି ଓ ଏକ ଟ୍ରିପ କୁ ୫ ହାଜର ଟଙ୍କା ନେଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଥିଲେ! ବାଲିଗୁଡାରେ ଏକ ବାଲି ବୋଝେଇ ଟ୍ରାକଟର ଜବତ ହୋଇଛି! ବାଲି ସମସ୍ୟା କୁ ସମୀକ୍ଷା କରାଯାଉଛି ଏବଂ ବାଲି ଅନୁମଦିତ କ୍ୱାୱାରୀ ରୁ ହିଁ ବାଲି ନିୟନ୍ତୁ ଓ ବେଆଇନ କ୍ଵାରୀ ରୁ ନିୟନ୍ତୁ ନାହିଁ ବୋଲି ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ପରାମର୍ଶ ଦେଇଛନ୍ତି!
Discover more from odia.bnslive.in
Subscribe to get the latest posts sent to your email.
