ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର, ୭ ଦିନ ହେଲା ଅନ୍ଧାରରେ ଶିଙ୍କୁଳି ପଦର

କନ୍ଧମାଳ -: (ମୃତ୍ୟୁଞ୍ଜୟ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଟେଲା ପାଲି ଗ୍ରାମ ଶିଙ୍କୁଳିପଦର ଗାଁରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଛି। ଫଳରେ ଗ୍ରାମବାସୀ ଅନ୍ଧାରରେ ୭ ଦିନ ହେଲା…

କନ୍ଧମାଳ ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ପୁଣ୍ୟ ଶୁକ୍ରବାର ପାଳିତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମ ପଞ୍ଚାୟତ ପବିଙ୍ଗିଆ ଗ୍ରାମସ୍ଥିତ କ୍ୟାଥଳିକ ଚର୍ଚ୍ଚରେ ପୁଣ୍ୟ ଶୁକ୍ରବାର ପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜଗତର ତ୍ରାଣକର୍ତା ଏକ ମାତ୍ର ଈଶ୍ୱର…

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ,ନାଳ ପାଣି ହିଁ ଭରଷା।

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ)-: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଲାଟିଗୁପା ଗାଁ ଅନ୍ତର୍ଗତ , ପାର୍କାଡି ଗ୍ରାମ ବାସୀ ନାଳ ପାଣି ହିଁ ଭରଷା। ଏହି ଦିଗରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ…

ହନୁମାନ ମନ୍ଦିର ପ୍ରତିଷ୍ଠାରେ କଳସୀ ଯାତ୍ରା

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ସଦରମହକୁମା ସ୍ଥିତି ସୁରା ଦେଇ ଛକ ନିକଟରେ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ ଖଜୁରୀପଡା ନିକଟସ୍ଥ ସୁରା ଦେଇ ଛକ ଠାରେ ବିଭୂତି…

କାଳବୈଶାଖୀରେ ଛିଣ୍ଡିକି ପଡିଛି ବିଦ୍ୟୁତ ତାର, ୪ ଦିନ ଧରି ଅନ୍ଧାରରେ ଶାଶିପଦର ରାଜେନିପ୍ଡିଆ ଗାଁ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଜାଗାରେ କାଳ ବୈଶାଖୀ ତାଣ୍ଡବ ରଚିଛି I କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି ତ ଆଉ କେଉଁଠି ଗଛପଡି ରାସ୍ତା ଅବରୋଧ ହୋଇଯାଉଛି I ଆଉ କେଉଁଠି…

କନ୍ଧମାଳ ଜିଲ୍ଲା ଉପାନ୍ତ ଅଂଚଳ ରେ ଧାଇ ମା ସାଜିଛନ୍ତି ମଧୁସ୍ମିତା

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦୁର୍ଗମ ଅଂଚଳରେ ଆନୁଷ୍ଠାନିକ ପ୍ରସବ କୁ ସୁନିଶ୍ଚିତ କରାଯିବ । ଏହା ଦ୍ୱାରା ମାଆ ଓ ଶିଶୁ ସୁସ୍ଥ ରହିବେ । ଯାହାକି ଜିଲ୍ଲା ରେ ମାତୃ ଓ ଶିଶୁ ମୃତ୍ୟୁ ହାର କୁ କମାଇବ ।ଏହି ପରିପ୍ରେକ୍ଷିରେ…

ରେଡିଓ ସ୍ୱାତୀ ର କୁଇ ଭାଷାରେ ଶୈକ୍ଷିକ ନିପୁଣ ଓଡିଶା

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ପରିଚାଳିତ ଗୋଷ୍ଠି ବେତାର କେନ୍ଦ୍ର “ରେଡିଓ ସ୍ୱାତୀ” ପକ୍ଷରୁ କୁଇ ଭାଷାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମ “ନିପୁଣ ଓଡିଶା” ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର, ୟୁନିସେଫ୍,…

ଫିରିଙ୍ଗିଆ ରେ ପାଳିତ ହେଲା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) ସରା ଦେଶରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ମାନଙ୍କରେ ସମ୍ବିଧାନ ପ୍ରଣେତା ଡାକ୍ତର ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହ ରେ ପାଳନ କରାଯାଇଥିବା ବେଳେ ଅନୁରୂପ ଭାବରେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା…

ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ୧୩୪ ତମ ଆମ୍ବେଦକର ଜୟନ୍ତୀ ପାଳିତ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇଡା, ପଦର ସାହି, ଡୁମୁରିଗୁଡ଼ା ଆଦି ଗ୍ରାମ ଗୁଡିକରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଡ଼.ବାବା ସାହେବ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ୧୩୪ତମ ଆମ୍ବେଦକର ଜୟନ୍ତୀ…

କନ୍ଧମାଳ ରେ ଲଘୁ ବନଯାତ ଦ୍ରବ୍ୟ ର ବଜାରକରଣ କୁ ଗୁରୁତ୍ୱ ପାଇଁ ଆରମ୍ଭ ହେଲା ସର୍ବେକ୍ଷଣଫୁଲବାଣୀ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଏକ ପାହାଡ ଜଙ୍ଗଲ ଘେରା ଏବଂ ଜଙ୍ଗଲ ଜାତ ଦ୍ରବ୍ୟରେ ଭରା ଆଦିବାସି ଅଧ୍ୟୁସିତ ଅଞ୍ଚଳ । ଏଠାରେ ଆଦିବାସୀ ପରିବାର ମାନେ ଜଙ୍ଗଲ ଜାତ ବିଭିନ୍ନ ଦ୍ରବ୍ୟ ଯଥା- ମହୁଲ, ଟୋଲ, ଶାଳ ମଞି,…

error: Content is protected !!