ବାଲି ଚୋରା ଚାଲାଣ କୁ ରୋକାଯିବ ମାତ୍ରାଧିକ ମାଇନ୍ସ ଶୋଷଣ ହେଲା ପ୍ରକୃତି ଓ ମାନବ ସମାଜରେ କୁ ପ୍ରଭାବ ପଡିବ

କନ୍ଧମାଳ :-(ରଞ୍ଜିତ କୁମାର ଦିଗାଲ) କନ୍ଧମାଳ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ବାଲି ଚାଲାଣ ଯଦି ମାତ୍ରାଧିକ ହୁଏ ତେବେ ପ୍ରକୃତି ଓ ମାନବ ସମାଜ ଉପରେ କୁ ପ୍ରଭାବ ପଡିବ ବୋଲି ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ…

ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା

ଭୁବନେଶ୍ବର : ଆଜି ବିଧାନସଭା ପାଇଁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଯେ ଖାଲି ଐତିହାସିକ ଆଉ ଅଭୁଲା ବୋଲି କହି ହେବନି ବରଂ ଅନେକ ଚିତ୍ର ଆଜିର ଦିନକୁ ସ୍ମରଣୀୟ କରିବା ସହ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅଧ୍ୟାୟରେ ଲେଖା ହୋଇ ଚିର…

ବିଶ୍ୱ ଏଡସ ଦିବସ ଅବସରରେ ରକ୍ତଦାନ ଶିବିର

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ସ୍ଵାତିକାର୍ଯ୍ୟାଳୟ ପରିସରରେ ସଂଗଠନ ର ସଂଯୋଜିକା ସୁସ୍ମିତା ଜେନାଙ୍କ ଅଧକ୍ଷତା ରେ ବିଶ୍ୱ ଏଡସ ଦିବସ ଅବସର ରେ ଏକ ରକ୍ତଦାନ ଶିବିର କରାଯିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l…

ବିବାହରେ ଆସୁଛି କି ଅସୁବିଧା? ତେବେ ଜାଣି ନିଅନ୍ତୁ ଏହି କଥା, ନଚେତ୍…

ଯଦି ଆପଣଙ୍କ ବିବାହରେ ବାରମ୍ବାର ବାଧା ଆସୁଛି, ସମ୍ପର୍କ ଗଢ଼ି ଉଠୁଛି କିନ୍ତୁ ପରେ ଭାଙ୍ଗିଯାଉଛି ଏବଂ ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆପଣଙ୍କ କୁଣ୍ଡଳୀରେ ଥିବା ବୃହସ୍ପତିଙ୍କ ଦୁର୍ବଳ ଚଳନ ଏହାର କାରଣ…

ତାଳଚେର ବିଜେଡିରେ ବିଷ୍ଫୋରଣ, ରାଜନୀତି ଚଳଚଞ୍ଚଳ

ତାଳଚେର -: ତାଳଚେର ସହର ରାଜନୀତି ଏବେ ସରଗରମ। ବିଜେଡି ଲାଗି ସୁରକ୍ଷିତ ଗଡ଼ ଥିବା ତାଳଚେରରେ ଏବେ ଦଳ ଟଳମଳ ସ୍ଥିତିକୁ ଆସିଥିବା ଚର୍ଚ୍ଚା‌ ହେଉଛି। ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିବା…

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍, ଚାଲିଗଲା ବାପାଙ୍କ ଜୀବନ

ପାଟଣାଗଡ଼ -: ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା…

ଗୁରୁବାର ଦିନ ବାତ୍ୟା ! କାଲିଠୁ ବଢିବ ପବନ… ଓଡ଼ିଶାରେ ପଡିବ କି ପ୍ରଭାବ ?

ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ଅପଡେଟ୍ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମୁଦ୍ର ଭିତରେ ବଡ଼ ହଲଚଲ୍ । ଆଜି ଅବପାତର ରୂପ ନେଇପାରେ ୱେଲ ମାର୍କ ଲୋପ୍ରେସର । ଏହା ଆହୁରି ଘନୀଭୂତ ହୋଇ ୪୮ ଘଣ୍ଟା ଭିତରେ…

ଖାଇବା ପରେ ଗୁଜୁରାତି କାହିଁକି ଖାଆନ୍ତି ?

ଆୟୁର୍ବେଦରେ ଏହାକୁ ମସଲା  ମଧ୍ୟରେ ରାଣୀ ବୋଲି କୁହାଯାଏ । ଏହାର ବାସ୍ନା ସାଙ୍ଗକୁ ଔଷଧୀୟ ଗୁଣ ସବୁଠୁ ଖାସ୍  । ହେଲେ ଖାଦ୍ୟ ଖାଇ ସାରିବା ପରେ ଗୁଜୁରାତି ଖାଇବାର ପ୍ରକୃତ କାରଣ ବୋଧହୁଏ କେହି କେହି ଜାଣିଥିବେ ।…

ନବୀନ ନିବାସରେ ଚାଲିଛି କସରତ୍‌: ପାଣ୍ଡିଆନଙ୍କ ମିଛକୁ ‘ପିଏସି’ର ମୋହର, ସୁଜାତାଙ୍କ ଏଂଟ୍ରି ପାଇଁ ନେତାଙ୍କ ଲବି

ପାଣ୍ଡିଆନଙ୍କ ସ୍କ୍ରିପ୍ଟ ଆଧାରରେ ନବୀନ ସବୁ ଜାଣିଥିବା ଭଳି ପିଏସି ନେତାମାନଙ୍କ ଆଗରେ ଆଚରଣ କରିଥିଲେ ଓ ଆଜିର ବୈଠକ ମୁଖ୍ୟତଃ ନୂଆପଡ଼ା ଉପନିର୍ବାଚନକୁ ନେଇ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତିର ଦୋଷକୁ ପିଏସି ଉପରେ ଲଦିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି…

ପିସିସି ମୁଖିଆଙ୍କ ବିଭୀଷଣ ବୟାନ ପରେ କଂଗ୍ରେସରେ କମ୍ପନ

ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ଭିତରେ ଏବେ “ଅଲ ଇଜ ନଟ ୱେଲ।” ଦଳର କିଛି ନେତା ବିଭୀଷଣ କାମ କରିଥିବା ପିସିସି ସଭାପତି ଭକ୍ତଚରଣ ଦାସ ବୟାନ ଦେବା ପରେ ଦଳ ଭିତରେ ଯେପରି ନିଆଁ ଲାଗି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓