ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖା ବନ୍ୟା ପରିସ୍ଥିତି ଆହୁରି ଭୟାବହ ହୋଇଛି । ଆଉସା ବନ୍ଧ ପୋଲ ନିକଟରେ ଥିବା ସ୍ଲୁଇସ ଗେଟ୍ରେ ବଡ଼ ଫାଟ ସୃଷ୍ଟି ହୋଇ ବନ୍ୟାଜଳ ଗାଁ ଭିତରକୁ ପଶିଛି । ଗେଟ୍ ଉପରେ ପାଣିର ପ୍ରବଳ ଚାପ…
Category: ଜିଲ୍ଲା ଖବର
ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ,ବାଡ଼ ଖାଉଥିଲା ଫସଲ : ସୁରକ୍ଷା ଦାୟିତ୍ୱରେ ରହି କରୁଥିଲେ ଲୁଟ୍ …
ଭୁବନେଶ୍ଵର -: ବାଡ଼ ଖାଉଥିଲା ଫସଲ । ସୁରକ୍ଷା ଦାୟିତ୍ଵରେ ରହି କରୁଥିଲେ ଲୁଟ୍ । ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି…
ମୈାସୁମୀରେ ମନ ମୋହୁଛି ନଗଡ଼ା, ଝରଣା ପାଣି ଏଠି ଶୋଷ ମେଣ୍ଟାଇଥାଏ
ମୌସୁମୀରେ ମନ ମୋହୁଛି ନଗଡ଼ାର ୫ ଜଳପ୍ରପାତ। ସାତକୁଲିଆ ପାହାଡ଼ ତଳ ଅଶୋକଝର-ତଳନଗଡ଼ା ସଡ଼କ ପଥ ପାର୍ଶ୍ବରେ ଥିବା ଜଳପ୍ରପାତ ଗୁଡ଼ିକର ପ୍ରାକୃତିକ ଦୃଶ୍ୟରାଜି ସାଧାରଣ ପରିଭ୍ରମଣକାରୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ… କାଳିଆପାଣି -: ମୌସୁମୀରେ ମନ ମୋହୁଛି ନଗଡ଼ାର ୫…
କାହିଁକି ୨୨ ପାହାଚରେ କରାଯାଏ ପିଣ୍ଡଦାନ? ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମହାରହସ୍ୟ !
କାହିଁକି ୨୨ ପାହାଚରେ କରାଯାଏ ପିଣ୍ଡଦାନ? ରହସ୍ୟ କରିବ ଚକିତ, ଜାଣନ୍ତୁ ବାଇଶି ପାହାଚର ଧାର୍ମିକ ମହତ୍ତ୍ୱ ପୁରୀ: ଶ୍ରୀକ୍ଷେତ୍ର ପୁରୀ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପବିତ୍ର ଧାମ ନୁହେଁ, ବରଂ ଅନେକ ଧାର୍ମିକ ପରମ୍ପରା, ଲୋକବିଶ୍ୱାସ ଓ ଆଧ୍ୟାତ୍ମିକ…
କଳାହାଣ୍ଡିରେ କିଏ ହେବ ରାଜନୀତିର ଗେମ୍ଚେଞ୍ଜର? ତିନି ଦଳ ଉପରେ ନଜର
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି କଡ଼ ଲେଉଟାଉଛି। ବଦଳୁଛି ରାଜନୈତିକ ସମୀକରଣ। ଜିଲ୍ଲାର ରାଜନୈତିକ ଦୃଶ୍ୟପଟ ଦେଖିଲେ ବିଜେପିର ନେଟୱର୍କ ବିଜି, ବିଜେଡିର ନେଟୱର୍କ ହ୍ୟାଙ୍ଗ ଓ କଂଗ୍ରେସ ନେଟୱର୍କ ବାହାରେ ବୋଲି କର୍ମୀ ମହଲରେ…
ପୀଡିତାଙ୍କ ମୁହଁରେ ‘ବାଲିଅନ୍ତା’ କାହାଣୀ : “ମୁଁ ବଞ୍ଚିବି ଭାବିନଥିଲି…”ପୀଡିତା କହିଲେ ସବୁ ସତ୍ୟ !
ବାଲିଅନ୍ତା ଘଟଣାକୁ ନେଇ ମୁହଁ ଖୋଲିଲେ ପୀଡିତାସେହି ସମୟର ଭୟଙ୍କର କାହାଣୀମୁଁ ଓ ମୋ ସାଙ୍ଗ ମାଉସୀ ଘର ଯାଉଥିଲୁ ବାଲିଅନ୍ତା ଘଟଣାକୁ ନେଇ ମୁହଁ ଖୋଲିଲେ ପୀଡିତା, କହିଲେ- ସେହି ସମୟର ଭୟଙ୍କର କାହାଣୀ। କଣ ହୋଇଥିଲା କେମିତି ହୋଇଥିଲା…
ରାଜ୍ୟ ସ୍ତରୀୟ ମଜଲିସ ଅନସାରୁଲ୍ଲାଃ ଓଡିଶାର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର
ନମାଜ ପାଠ ଦ୍ବାରା ଆତ୍ମ ଶୁଦ୍ଧି ଓ ପବିତ୍ରତା ହାସଲ ହୁଏ ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ପଙ୍କାଳ ଅହମଦିୟା ମୁସଲିମ ସଂଗଠନ ଆନୁକୁଲ୍ୟରେ ଆନ୍ତଃ ସଂଗଠନ ମଜଲିସ ଅନସାରୁଲ୍ଲାଃ ଓଡିଶାର ରାଜ୍ୟସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
ମାଣିଆବନ୍ଧରେ ଚଞ୍ଚଲ୍ୟ : ବଡଭାଇର ଫାଓଡା ଚୋଟରେ ସାନଭାଇ ଗୁରୁତର
କଟକ –: ପାରିବାରିକ କଳହକୁ ନେଇ ସାନ ଭାଇକୁ ହାଣିଲା ବଡଭାଇ। ଏଭଳି ଘଟଣା ଦେବାକୁ ମିଳିଛି କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ନୂଆଗାଁରେ। ବଡ଼ଭାଇ ରବିନ୍ଦ୍ର ପ୍ରଧାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସାନଭାଇ ମଣ୍ଟୁ ପ୍ରଧାନ। ସୁଚନା…
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ
ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଓ ମାଡ଼ମାରିବା ନେଇ ସେକ୍ଟର-୧୯ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଝାରତରଙ୍ଗ ଅଞ୍ଚଳର ଯୁବକଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ସୂଚନାନୁଯାୟୀ, ଗତ ୨ ବର୍ଷ ପୂର୍ବ…
ବାଡ଼େଇଦେଲା ବିଧାୟକଙ୍କ ଗାଡ଼ି !!!
ଢେଙ୍କାନାଳ -: ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ । ଢେଙ୍କାନାଳ ୫୫ନ ଜାତୀୟ ରାଜପଥ ପାଞ୍ଚ କାହାଣୀ ଛକ ନିକଟରେ ଛେଣ୍ଡିପଦା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି…
