ପାର୍ବଣ ପୂର୍ବରୁ ବେପାରରେ ପ୍ରହାର : ବିରୋଧ କରିବାରୁ ୪ଜଣଙ୍କୁ ଉଠାଇ ନେଲା ପୁଲିସ

ଭୁବନେଶ୍ବର -: ଆରମ୍ଭ ହୋଇଛି ପାର୍ବଣ ଋତୁ। ଦୁଇଦିନ ପରେ ଗଣେଶ ଚତୁର୍ଥୀ। ବିଘ୍ନରାଜ ପ୍ରଭୁ ଗଣେଶଙ୍କ ପୂଜା। ଏଥିପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର। ଏହି ପୂଜା ଭିଡ଼ରେ ବେପାରର ଆଶା ବାନ୍ଧିଥିଲେ ଭୁବନେଶ୍ବର ୟୁନିଟ୍‌-୧ ହାଟର ଉଠାଦୋକାନୀ। କିନ୍ତୁ…

ଏଣିକି ଥାନାକୁ ଯିବା ଦରକାର ନାହିଁ , WhatsAppରେ ମିଳିବ ପୋଲିସ ସେବା …

ଭୁବନେଶ୍ବର -: ଏଣିକି ଥାନାକୁ ଯିବା ଦରକାର ନାହିଁ, WhatsAppରେ ମିଳିବ ୧୪ ପୋଲିସ ସେବା।ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ ।…

ମାଗଣାରେ ହେବ ଚିକିତ୍ସା, ରାଜ୍ୟରେ ଆଉ କ୍ୟାନସର ରୋଗୀ ହନ୍ତସନ୍ତ ହେବେନି, ଗୁଣାତ୍ମକ ଓ ଦେୟମୁକ୍ତ ସୁପର ସ୍ପେସାଲିଟି ଚିକିତ୍ସା ….

ଭୁବନେଶ୍ୱର -: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ’ ଅଧୀନରେ ଥିବା ଅତିରିକ୍ତ ୯୧ଟି…

ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ତିରୋଧାନ ଦିବସ, ୧୮ ବର୍ଷ ପରେ ବି ଖୋଲିନି ରହସ୍ୟ

ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ୨୦୦୮ ମସିହା ଏହି ପବିତ୍ର ତିଥିରେ ହିଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆସନ୍ତାକାଲି ପୂରୁଛି ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ । ହତ୍ୟାକାଣ୍ଡକୁ ୧୮ ବର୍ଷ…

ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍‌ ,ବାଡ଼ ଖାଉଥିଲା ଫସଲ : ସୁରକ୍ଷା ଦାୟିତ୍ୱରେ ରହି କରୁଥିଲେ ଲୁଟ୍ …

ଭୁବନେଶ୍ଵର -: ବାଡ଼ ଖାଉଥିଲା ଫସଲ । ସୁରକ୍ଷା ଦାୟିତ୍ଵରେ ରହି କରୁଥିଲେ ଲୁଟ୍ । ନକଲି ସୁନାରେ ୧୦୦ଟି ଗୋଲ୍ଡ ଲୋନ୍ ଦେଇ ନେଇ ଯାଇଥିଲେ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ଏଭଳି…

ବିପଦ ସଙ୍କେତ ଛୁଇଁଲା ଜଳକା, ବୈତରଣୀ , ତଳିଆ ଅଂଚଳର ଲୋକ ସାବଧାନ୍

ଏବେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟାର ବଡ଼ ବିପଦ । ଲଘୁଚାପଜନିତ ଲଗାଣ ବର୍ଷା ଓ ଶିମିଳିପାଳ ସମେତ ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ । ଡରାଉଛି ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ…

 ସୌମ୍ୟ ଭିଡ଼ ହତ୍ୟା ଘଟଣା, ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଘନ୍ୟ କାଣ୍ଡର ସତ

ସୌମ୍ୟ ଭିଡ ହତ୍ୟାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଦଘନ୍ୟ କାଣ୍ଡର ସତମୃତ କନଷ୍ଟେବଲ୍ ସୌମ୍ୟଙ୍କ ଶରୀରରେ ଥିଲା ୨୧ ଆଘାତ ଚିହ୍ନ ସୌମ୍ୟ ଭିଡ଼ ହତ୍ୟାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା…

ପ୍ରେମିକ ସାଜିଲା ଜଲ୍ହାଦ,ବିବାହ ପାଇଁ ପ୍ରେମିକା ଜିଦ୍ ଧରିଲା ପରେ ଓଭରବ୍ରିଜ ଉପରୁ ବାଇକରୁ ଠେଲିଦେଲା ପ୍ରେମିକ !

ସଡ଼କ ଦୁର୍ଘଟଣାରେ ଛାତ୍ରୀ ଅମ୍ବିକା ସ୍ବାଇଁଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ୍ନିଜ ପ୍ରେମିକ ସାଜିଲା ପ୍ରେମିକାର ବଡ଼ ଜଲ୍ହାଦଜହ୍ଲାଦ ପ୍ରେମିକ ପ୍ରେମିକାକୁ ବୁଲାଇବା ବାହାନାରେ ଜୀବନରୁ ମାରିଦେଲାସତ ସାମ୍ନାକୁ ଆସିଲା। ଏପରି ଜହ୍ଲାଦ ପ୍ରେମିକକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ୍ ଦିଗପହଣ୍ଡି -:…

ସୁନା ଦରରେ ବଡ଼ ପରିବର୍ତ୍ତନ, ବଢିଲା ସୁନା ଦର ! ଜାଣନ୍ତୁ ରାଜଧାନୀରେ ଭରିଏ ସୁନା କିଣିଲେ କେତେ ଦେବେ ?

କିଛି ଦିନ ହେଲା ସୁନା ଦର ଆଶ୍ବସ୍ତି କରିଥିବା ବେଳେ। ଆଜି ସୁନା ଦରରେ ପରିବର୍ତ୍ତନ ଦେଖା ଦେଇଛି। ଯଦି ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଜି ହିଁ କିଣିଦିଅନ୍ତୁ ସୁନା। କିଛି ଦିନ ହେଲା ସୁନା ଦର…

ଡେଙ୍ଗ ଗାଁରେ ହ୍ୟୁମାନ ନେଲେ କବର; କାନ୍ଦୁଛି ଜନ୍ମମାଟି.. ଝୁରୁଛି ସାରା ଓଡ଼ିଶା…

ଲୋକପ୍ରିୟ ଗାୟକ । ଯାହାଙ୍କ ମନଛୁଆଁ ଗୀତ ଅନେକ ହୃଦୟରେ ଭରେ ରୋମାଞ୍ଚ। ଯାହାଙ୍କ କଣ୍ଠର ମୁର୍ଚ୍ଛନା କୋଟି କୋଟି ଲୋକଙ୍କୁ କରେ ମନ୍ତ୍ରମୁଗ୍ଧ। ସେ କଣ୍ଠ ଆଜି ନିରବି ଯାଇଛି। ଚିର ନିଦ୍ରାରେ ଶୋଇ ଯାଇଛନ୍ତି ହ୍ୟୁମାନ ସାଗର। ସଂଗୀତ…

error: Content is protected !!