ସବୁଦିନ ପାଇଁ ଓଡ଼ିଶା ଝୁରିବ …

ସେ ମଞ୍ଚକୁ ଚଢ଼ିଲେ ଆନମନା ହୋଇଯାଉଥିଲେ ହଜାର ହଜାର ଶ୍ରୋତା। ସେ ଗୀତ ଗାଇବା ଆରମ୍ଭ କରିଦେଲେ ଝୁମି ଉଠୁଥିଲେ ଲୋକ। ଗାଁରୁ ସହର ଥିଲା ତାଙ୍କର ଅବିଶ୍ବସନୀୟ କ୍ରେଜ୍। ଓଡ଼ିଆ ସଙ୍ଗୀତ ଜଗତରେ ସେ ଥିଲେ ନାମୀ, ଦାମୀ ଗାୟକ।…

କଂଗ୍ରେସରେ ‘ବିଭୀଷଣ କିଏ’ ? ଭକ୍ତ କହିଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆପଡ଼ା ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, “ନୂଆପଡ଼ାରେ କଂଗ୍ରେସ ସହ କଂଗ୍ରେସ କରିଛି ଆତ୍ମଘାତୀ କାମ । ଏହାକୁ ସମୀକ୍ଷା କରିବ କଂଗ୍ରେସ । ଭୁବନେଶ୍ଵର : ପ୍ରଥମେ ପ୍ରାର୍ଥୀ ଘୋଷଣା କଲେ,…

ବଢ଼ିଲା ଧାନର MSP ମୂଲ୍ୟ : କ୍ବିଣ୍ଟାଲ ପିଛା ଅଧିକ ଟଙ୍କା  ପାଇବେ ଚାଷୀ

ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । କ୍ବିଣ୍ଟାଲ ପିଛା ଏଣିକି ମିଳିବ ୩ ହଜାର ୧୬୯ ଟଙ୍କା । ଖାଦ୍ୟ ଯୋଗାଣ…

ଐତିହାସିକ ବାଲିଯାତ୍ରା କଟକ-୨୦୨୫କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍‌ଘାଟନ କରିଛନ୍ତି । ନଉକାରେ ମୁଖ୍ୟମନ୍ତ୍ରୀ ଗଡ଼ଘଡ଼ିଆ ଘାଟରେ ପହଞ୍ଚି ଡଙ୍ଗା ଭସାଇବା ସହ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା କଟକ । କଟକ: ଚଳଚଞ୍ଚଳ…

୧୦ ଜିଲ୍ଲାରେ ବୁଲିବ ବାଲିଯାତ୍ରାର ପ୍ରଜ୍ଞାପନ ମେଢ଼, ସଚେତନ କରିବା ସହ ଦେବ ନିମନ୍ତ୍ରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଣ୍ଟା ଚାଲିଛି ନମନ୍ତ୍ରଣ ପତ୍ର । ବାଲିଯାତ୍ରା ନେଇ ଲୋକଙ୍କୁ ସଚେତନ କରାଇବା ସହ ନିମନ୍ତ୍ରଣ କରିବାକୁ ବାହାରିଛି ସ୍ଵତନ୍ତ୍ର ରଥ ତଥା ପ୍ରଜ୍ଞାପନ ମେଢ଼ । ପତାକା…

ପ୍ରବଳ ବର୍ଷା ସମ୍ଭାବନା: ଆଜି ୫ ଜିଲ୍ଲାକୁ ରେଡ୍ ଓ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୫ ଜିଲ୍ଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୪ ଜିଲ୍ଲା- ଗଜପତି, କନ୍ଧମାଳ,…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।…

ଆସିବେ ମୋଦୀ: ସରିଲା କାରକେଡ୍‌ ରିହର୍ସଲ, ସୁରକ୍ଷାବଳୟରେ ପୂରା ଝାରସୁଗୁଡ଼ା

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଯୁବ ସମାବେଶରେ ଯୋଗ ଦେବେ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି। ନିଜେ ସମସ୍ତ ପ୍ରସ୍ତୁତିର…

ଅକ୍ଟୋବର ଆସିଲେ ‘ବାତ୍ୟା’ ଛନକା

ଭୁବନେଶ୍ବର: ଅକ୍ଟୋବର ଆସିଲେ ମନରେ ଛନକା ପଶେ। ‘ବାତ୍ୟା’ ଆସି ସବୁ ଛାର୍‌ଖାର୍‌ କରିଦେବ ବୋଲି ଶଙ୍କା ହୁଏ। ତେବେ ପାଣିପାଗ ବିଜ୍ଞାନୀମାନେ ଏନେଇ ଆଶ୍ବସ୍ତ ରହିବାକୁ କହିଛନ୍ତି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏବେ ଯାଏଁ ବାତ୍ୟାର…

ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଓଡ଼ିଶା ସରକାର ଶୁକ୍ରବାର ଦିନ IAS କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ଏବଂ ଚାରି ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି। ଏହାକୁ ନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବରିଷ୍ଠ ଆଇଏଏସ୍…

error: Content is protected !!