କାୟାକଳ୍ପ ଟିମର ଦିନକିଆ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

Creat A Revolution
           

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳକୁ କାୟାକଳ୍ପ ଟିମ ପରିଦର୍ଶନରେ ଆସିଛନ୍ତି ।ଏହି ଟିମର ସଦସ୍ୟ ଡାକ୍ତର ବସନ୍ତ କୁମାର ପ୍ରଧାନ । ଡାକ୍ତର ନିରଞ୍ଜନ ପ୍ରଧାନ ଓ ସଂଘମିତ୍ରା ରାଉତ ପ୍ରମୁଖ ପରିଦର୍ଶନରେ ଆସି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଵଜ୍ୟ ବସ୍ତୁ ପରିଚାଳନା ବିଭାଗ ।

କୋଭିଡି ଟୀକା କରଣ କେନ୍ଦ୍ର , ଦନ୍ତ ବିଭାଗ , ପାଥୋଲୋଜି ବିଭାଗ, ବ୍ଲଡ଼ ବ୍ୟାଙ୍କ, ଇମ୍ୟୁନାଇଜେସନ, ଡେ଼ସିଂ ରୁମ, ପଞ୍ଜିକରଣ ବିଭାଗ, ଶିଶୁ ବିଭାଗ, ସର୍ଜରୀ ବିଭାଗ, ମେଡ଼ିସିନ ବିଭାଗ, ଡ଼ାଇରୀଆ ବିଭାଗ, ଲେବର ରୁମ, ଓଟି ଆଦି ପ୍ରତ୍ୟେକ ବିଭାଗ ବୁଲି ପରିଦର୍ଶନ କରିଥିଲେ । କାୟାକଳ୍ପ ଟିମ କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାୟଳୟ ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ସ୍ୱାଇଁ, ଡେପୁଟି ପୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ହସ୍ପିଟାଲ ମ୍ୟାନେଜର ଶକ୍ତିମୟୀ ସାମଲ, ସସ୍ମିତା ସାହୁ, ପ୍ରମୁଖ ଉପସ୍ଥିତ ରହି କାୟାକଳ୍ପ ଟିମକୁ ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading