Creat A Revolution
ଡୁଙ୍ଗୁରିପାଲି /ଏସ ରାମପୁର -: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାରସମାଲ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଉକ୍ତ ଗ୍ରାମର ୩ ଜଣ ଯୁବକ ୩ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରିଥିବା ନେଇ ରାମପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ରାମପୁର ପୁଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁ ଥିବା ଜଣାଯାଇଛି।
Discover more from odia.bnslive.in
Subscribe to get the latest posts sent to your email.