ନବୋଦୟ ପ୍ରବେଶିକା ପରୀକ୍ଷା ୪୪ଂ ଖରାରେ

Creat A Revolution
           

ନୂଆପଡା -: ନୂଆପଡା ଜିଲ୍ଲା ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଅଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କରଣରୁ ରାଜ୍ୟ ସରକାର ପାଞ୍ଚ ଦିନ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଆଜି ନବୋଦୟ ସଙ୍ଗଠନ ପକ୍ଷରୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ କରିଛନ୍ତି।

ଯାହାର ସମୟ ଦିନ ୧୧.୩୦ ମିନିଟ ରୁ ୧.୩୦ ମିନିଟ ପର୍ଯ୍ୟନ୍ତ ରହିଥିଲା। ତାପମାତ୍ରା ବୃଦ୍ଧି ୪୪ଂ ଡିଗ୍ରୀ ହୋଇଅଛି। କୌଣସି ଅଘଟଣ ନ ହେବା ପାଇଁ ଭଗବାନ ଠାରେ ପ୍ରାର୍ଥନା। ସମସ୍ତେ ସୁସ୍ଥରେ ନିଜ ଘରକୁ ପହଞ୍ଚିଛନ୍ତି। ଏଭଳି ନିଷ୍ପତି ନେବା ପୂର୍ବରୁ ସମ୍ପ୍ରତିକ ପରିସ୍ଥିତି କୁ ଅନୁଧ୍ୟାନ କରିବାକୁ ଅନୁରୋଧ। ତାପମାତ୍ରା ରେ ଆସି ହଟହଟା ହୋଇଛନ୍ତି ଏ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ ଆସନ୍ତା ବର୍ଷ ଠିକ୍ ସମୟରେ ଏ ପରିକ୍ଷା କଲେ ଛାତ୍ର ଓ ଛାତ୍ରୀ ଠିକ୍ ସମୟରେ କୋୖଣସି ବାଧା ସୃଷ୍ଟି ନ ହୋଇ ଭଲଭାବରେ ଘରକୁ ଫେରିବେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading