ଖୋର୍ଦ୍ଧାର ଧଳାଜହର ବେପାରୀଙ୍କୁ ଧରିଲା ପୁରୀ ପୋଲିସ

ପୁରୀ -: ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ । ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି । ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ଉପରେ ଶାବଳ ପକାଇ ମାରିଦେଲା ସ୍ୱାମୀ

କୋରାପୁଟ -: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ୱାମୀର ଶାବଳ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ୱାମୀକୁ ଗିରଫ କରାଯାଇଛି । ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଓ ଫୋରନେସିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।…

ମତେ ପାକିସ୍ଥାନରେ ମାରିଦେବେ, ଭାରତ ଯିବା ପାଇଁ ନିବେଦନ କଲେ ଦୁଷ୍କର୍ମ ପିଡିତା

ମୁଜାଫରବାଦ୍ -: ଗତ ୭ ବର୍ଷ ହେବ ବିଚାର ପାଇଁ ସଂଗ୍ରାମ ଚଳାଇଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ଗଣଦୁଷ୍କର୍ମ ପୀଡ଼ିତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡୁଛନ୍ତି । ପିଡ଼ୀତା ଓ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ…

ଗିରଫ ହୋଇ ଜେଲ ଜିବେ କେନ୍ଦୁଝର ଜିଲ୍ଲାପାଳ !

ଭୁବନେଶ୍ୱର -: ଜାତୀୟ ଜନଜାତି ଆୟୋଗଙ୍କ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଛି । ଜିଲାପାଳଙ୍କୁ ଜନଜାତି ଆୟୋଗଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦେଶ ଦିଆଯାଇଛି । ଏକାଧିକ ମାମଲାରେ ଜିଲାପାଳଙ୍କୁ ହାଜର…

ମାନସିକ ଦୁଶ୍ଚିନ୍ତାରୁ ପାଆନ୍ତୁ ମୁକ୍ତି, ଦହି ଆପଣଙ୍କ ସମସ୍ୟାର କରିବ ସାମାଧାନ

କ୍ଷୀରରୁ ପ୍ରସ୍ତୁତ ଅନେକ ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହା ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ । ଏଥିରେ ପୁଷ୍ଟିଯୁକ୍ତ, ଭିଟାମିନ,ପ୍ରୋଟିନ ଓ କ୍ୟାଲସିୟମ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଛି । ଏହା ମଧ୍ୟରୁ ଦହି ହେଉଛି ଗୋଟିଏ…

ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପିଠରେ ଚୈତ୍ରପର୍ବ ଓ ବାସନ୍ତୀକ ନବରାତ୍ର ପାଳିତ

କଟକ/ବଡ଼ମ୍ବା -: ଓଡିଶାର ଅନ୍ୟତମ ଦେବୀ ପିଠଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପର୍ବର ଦଶହରା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶଶାଙ୍ଗ ଗ୍ରାମବାସିନୀ ପର୍ଶୁରାମ ପୀଠାଧିଶ୍ୱରୀ…

ଓମଫେଡରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍‌ସ ତଦନ୍ତ ଆରମ୍ଭ

ଭୁବନେଶ୍ୱର -: ଓମ୍‌ଫେଡ୍‌ରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍‌ସ ତଦନ୍ତ ହେବ । ଓମ୍‌ଫେଡ୍‌ର କିଛି ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ୩ମାସ ଭିତରେ…

Bhumibarta april 11-17

ଆଇପିଏଲ୍‌ରେ ପାଣ୍ଡ୍ୟା ସେନାର ପ୍ରଥମ ପରାଜୟ

ମୁମ୍ବାଇ -: ସୋମବାରର ଆଇପିଏଲ୍‌ରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍‌ରେ ନବାଗତ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଉଭୟ ଦଳର ଅଧିନାୟକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ କେନ୍ ୱିଲିୟମସନ୍ (୫୭)ଙ୍କ ଆଗରେ ହାର୍ଦିକ ପାଣ୍ଡ୍ୟା (୫୦)ଙ୍କ…

ମୋ ମୃତ୍ୟୁ ପାଇ ଦାୟୀ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ, ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଠିକାଦାର

ବାଙ୍ଗାଲୋର -: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ…

error: Content is protected !!