ନୂଆଦିଲ୍ଲୀ -: ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟ୍ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ…
Month: April 2022
ସବୁ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ, ନବୀନଙ୍କ ୫ମ ପାଳିକୁ ୩ବର୍ଷ …
ଭୁବନେଶ୍ୱର -: ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ବର୍ଷ ପୂରିବ । ଅନେକ ମନ୍ତ୍ରୀ ବିବାଦ ଘେରକୁ ଆସିଥିଲେ ମଧ୍ୟ ସେମାନଙ୍କର ପଦବି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ପୂର୍ବରୁ ଦୁଇ ତିନି ବର୍ଷରେ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ…
ତାଣ୍ଡବ ରଚିବ କାଳବୈଶାଖି ! ୮ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା…
ଆଦିବାସୀ ଉନ୍ନୟନ ସଂସ୍ଥାରେ ମହାଦୁର୍ନୀତି, ସୁଚନା ଅଧିକାରକର୍ମୀଙ୍କ ପ୍ରଶ୍ନବାଣରେ ମନ୍ତ୍ରୀ …
ସୁନ୍ଦରଗଡ଼ -: ବିଗତ ଦିନରେ ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମହାଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା । ଆଦିବାସୀଙ୍କ ପାଇଁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି । ଘଟଣାର ପ୍ରାଶାସନିକ…
ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ ଓ ତପସ୍ୱିନ, ସଂପର୍କରେ ଆସିଲା କି ସୁଧାର !
କଟକ -: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ଦାଶ ଆଜି ହାଜର ହୋଇଥିଲେ । ଉଭୟ ଦିନ ୧୧ଟା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ଦିନ ପ୍ରାୟ ୧୧ଟା…
ନକ୍ସଲ ବିରୋଧି ତାଲିମ ବେଳେ ବି.ଏସ.ଏଫ୍. ଜବାନଙ୍କ ଉପରେ ଦାଉ ସାଧିଲା ଗଜରାଜ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୨
ଭୁବନେଶ୍ୱର – ନକ୍ସଲ ବିରୋଧୀ ତାଲିମ୍ ନେଉଥିଲେ ବିଏସଏଫ୍ ଯବାନ । କେମିତି ସ୍ପଟ୍ରେ ପହଞ୍ଚି ହେବ, ସେନେଇ ଏସ୍ଓଜି(ସ୍ପେସାଲ ଅପରେସନ ଗ୍ରୁପ୍) ପକ୍ଷରୁ ତାଲିମ୍ ଦିଆଯାଉଥିଲା । କିଟିମିଟି ଅନ୍ଧାର, ଘଞ୍ଚ ଜଙ୍ଗଲରେ ଚାଲିଥିଲା ଅପରେସନ୍ । ଏତିକି ବେଳେ…
ବଡମ୍ବା – ନରସିଂହପୁରରେ ଅଜବ ନୀତି, ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇଦେବ
କଟକ/ନରସିଂହପୁର – ସରକାରଙ୍କ ନୀତି ନିୟମ ଚୁଲିକି ଯାଉ ଆମ ମନମାନି ରାଜୁତି ଚାଲିଥାଉ ଏକଥା ଆମେ କହୁନୁ ଏହି କଥା ସାରା ବଡମ୍ବା-ନରସିଂହପୁରରେ ଚର୍ଚ୍ଚା ଯୋର ଧରିଛି । ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀ ହେଉଛି ଓଡିଶା ରାଜନୀତିର ପାୱାରଫୁଲ୍ ନେତା…
ଏପ୍ରିଲ ୭ ଗୁରୁବାର ରାଶିଫଳ
ଜ୍ୟୋର୍ତିବିଦ୍ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦ ଆଜିର ପର୍ବପର୍ବାଣୀ – ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଚୈତ୍ର ଷଷ୍ଠିମିଥୁନ, କନ୍ୟା, ତୁଳା, ବିଚ୍ଛା,କୁମ୍ଭ , ଦିନ ୯.୪୫ମି. ପରେ କର୍କଟ ବିଛା ମିନ…
କେଶ ସମସ୍ୟାକୁ କରନ୍ତୁ ବାଏ ବାଏ , ଆପଣାନ୍ତୁ ଏହି ଘରୋଇ ଉପଚାର
ପୁରୁଷ ହୁଅନ୍ତୁ ବା ମହିଳା , ଆଜିକାଲି ଅନେକଙ୍କ କ୍ଷେତ୍ରରେ ଅନେକ କେଶ ଜନିତ ସମସ୍ୟା ଦେଖା ଦେଉଛି । ଖାସକରି ଯାହାକୁ ନେଇ ଚିନ୍ତାରେ ଯୁବପିଢୀ । ତେବେ ବିଭିନ୍ନ ପ୍ରକାରର କେଶ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ…