ବରଗଡ଼-: ବରଗଡ ଜିଲ୍ଲା ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ତିନିଦିନିଆ ‘ସହଯୋଗ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ,ଟେମରୀ,ସାପଲହର ଉଚ୍ଚ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟୀ…
Month: April 2022
ବିଶ୍ୱ ଏବେ ଦୁଇ ଭାଗରେ ବିଭାଜନ, ଏହି ପରିସ୍ଥିତିରେ ଭାରତର ସ୍ଥିତି …
ନୂଆଦିଲ୍ଲୀ -: ରୁଷ୍-ୟୁକ୍ରେନ୍ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବା ବେଳେ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ବୋଲି ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି…
ଶିଳ୍ପ ସଂସ୍ଥା ପାଇଁ ବିପଦରେ ବୈତରଣୀ, ପାଲଟିଯିବ ମୃତ ନଦୀ !
କେନ୍ଦୁଝର -: ନଦୀକୁ ନେଇ ସରକାରଙ୍କ ଅନେକ ଯୋଜନା । ନଦୀ ଜଳର ସୁପରିଚାଳନା ଏବଂ ଏହାକୁ ବ୍ୟବହାର କରି କୃଷିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ ନଦୀ ସଂଯୋଗୀକରଣଠାରୁ ଆରମ୍ଭ କରି ଜଳଭଣ୍ଡାର ନିର୍ମାଣ ପରି ଅନେକ କାମ…
ଅଣାୟତ ଇନ୍ଧନ ଦର, ୧୦ ଟଙ୍କା ବଢିଲା
ନୂଆଦିଲ୍ଲୀ -: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଏହାକୁ ମିଶାଇ ୧୬ ଦିନରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର ପିଛା ୧୦ ଟଙ୍କା ବୃଦ୍ଧି…
ଯାଜପୁରରେ ପାନୀୟ ଜଳ ପ୍ରକଳ୍ପରେ ମହାଦୁର୍ନୀତି, ଯନ୍ତ୍ରୀ ବିଡିଓ ଓ ପିଇଓଙ୍କୁ ନୋଟିସ ଜାରି
ଯାଜପୁର : ଯାଜପୁର ଆରଡବ୍ଲୁଏସ୍ଏସ୍ ଡିଭିଜନ୍(ଚଣ୍ଡିଖୋଲ) ଜରିଆରେ ଗ୍ରାମାଞ୍ଚଳବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ନାମରେ ଶହ ଶହ କୋଟି ଟଙ୍କାର ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି । ମିଥ୍ୟା କାଗଜପତ୍ରରେ ସରକାରଙ୍କୁ ଅଧିକାରୀମାନେ ବର୍ଷ ବର୍ଷ ଧରି ଭୁଆଁ ବୁଲାଇ…
ରମଜାନ୍ ପାଇଁ କୈାଣସି ଉପବାସ କରିପାରିବେ ନାହିଁ, ଯଦି ଆପଣ କରନ୍ତି…
ଇସ୍ଲାମାବାଦ -: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର…
ଏପ୍ରିଲ ୬ ବୁଧବାର ରାଶିଫଳ, ଆପଣଙ୍କ ଭାଗ୍ୟରେ ଧନପ୍ରାପ୍ତିର ଯୋଗ
ଜ୍ୟୋର୍ତିବିଦ୍ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦ ଏପ୍ରିଲ ୬ ତାରିଖ ବୁଧବାର ୨୦୨୨, ମୀନ ୨୩ଦିନ, ଚୈତ୍ର ଶୁକ୍ଳପକ୍ଷ ପଞ୍ଚମୀ ସଂ.୬.୦୭ମି, ବୃଷଚନ୍ଦ୍ର ଅହୋରାତ୍ର, ରୋହିଣୀ ନକ୍ଷତ୍ର ରା.ଘ.୮.୨୦ମି. ଆଜିର ପର୍ବପର୍ବାଣୀ – ଶୁକ୍ଳ ପଞ୍ଚମୀ ମିଥୁନ,…