ତୋଷାଳି ସିମେଣ୍ଟ କାରଖାନା ଆଗରେ ୭ଦଫା ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ

କୋରାପୁଟ /ପଟ୍ଟାଙ୍ଗି -: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଠାରେ ରହିଥିବା ତୋଷାଳି ସିମେଣ୍ଟ କାରଖାନାର କାର୍ଯ୍ୟରତ ଶ୍ରମିକଙ୍କ ସାତ ଦଫା ଦାବି ନେଇ କାରଖାନା ସମ୍ମୁଖରେ ଆଜକୁ ଚାରିଦିନ ହେଲା ଧାରଣାରେ ବସିଛନ୍ତି । ଶ୍ରମିକ ସଂଘ…

ପୋଲିସ ନ୍ୟାୟ ନଦେବାରୁ ବିଷ ପିଇଲେ ବାପ ଝିଅ, ବାପ ଗୁରୁତର ଝିଅ …

ଭଦ୍ରକ -: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝିଅ ସୁସ୍ଥ ଅବସ୍ଥାରେ ଅଛି । ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ…

ପଶ୍ଚିମ ଓଡିଶାରେ ଚାଞ୍ଚଲ୍ୟ, ନାବାଳିକାକୁ ୩ଦିନ ଧରି ଦୁଷ୍କର୍ମ : ଥାନାରେ ୩ଅଭିଯୁକ୍ତ ଅଟକ

ଡୁଙ୍ଗୁରିପାଲି /ଏସ ରାମପୁର -: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାରସମାଲ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଉକ୍ତ ଗ୍ରାମର ୩ ଜଣ ଯୁବକ ୩ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରିଥିବା ନେଇ ରାମପୁର…

ଅକାଳରେ ଚାଲିଗଲା ମା ଝିଅଙ୍କ ଜୀବନ, ନୂଆପଡାରେ ଚାଞ୍ଚଲ୍ୟ

ନୂଆପଡ଼ା -: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା…

ମ.ରାମପୁରରେ ରାମଲିଳା ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡ(ବିରଞ୍ଚି କରୁଆଁ ) -: କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ରାମଳିଲା ନାଟକ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ମୁଖ୍ୟ ଅତିଥି ଭାବରେ ନାଟକର ଅନ୍ତିମ…

ସ୍କୁଲବସକୁ ୪୦ହଜାର ଜୋରମାନା, ଇଏ କେମିତିକା ବସ ଜାଣିଲେ ଅଭିଭାବକଙ୍କ ହୋସ ଉଡିଯିବ …

ଭୁବନେଶ୍ୱର -: ଦୁଇଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଧା ବାଟରେ ଅଟକାଉଛନ୍ତି । ଡ୍ରାଇଭରଙ୍କଠାରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଯେଉଁ ଗାଡ଼ିଗୁଡ଼ିକର କାଗଜପତ୍ର…

Bhumibarta april 18-24

ଅସହାୟ ବୃଦ୍ଧଙ୍କୁ ସହାୟ ହେଲେ ସମାଜସେବୀ ଯଶୋବନ୍ତ ଓ ରାଜେଶ

କଳାହାଣ୍ଡି(ଜଗୁଲାଲ ମାଝୀ)- ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ । ସୂଚନା ଅନୁସାରେ କିଛିଦିନ ତଳେ ଜଣେ ବୃଦ୍ଧଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କରଳାଗୁଡା ପଞ୍ଚାୟତ ଖଇର୍ମାଲ ଗାଁ ର ପୋଖରୀ ହୁଡ଼ାରୁ ଉଦ୍ଧାର କରି…

ବିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରୋଷେୟାକୁ ମାରିଦେଇ ଟାଙ୍ଗିଦେଲେ !

ଭୁବନେଶ୍ୱର/ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଏହି…

ଚାରୋଟି ବାଇକ ସହ ବିପୁଳ ଗଞ୍ଜେଇ ଜବତ

କଳାହାଣ୍ଡି(ଜାଗୁଳାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମର ବେଙ୍ଗପୂଜା ଛକ ନିକଟରେ ପୁଲିସ୍ ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୪ ବାଇକ୍ ମଧ୍ୟ ଜବତ କରିବା ସହ ୩ ଜଣକୁ…

error: Content is protected !!