ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଦୀଗାଁ ଠାରେ ଏକ ଘରୋଇ ଜମିରେ ବିଦ୍ୟୁତ ଗଞ୍ଜା ହୋଇଥିବା ବେଲବ ଏହି ବିଦ୍ୟୁତ ତାର ସମ୍ପର୍ଶରେ ବଲଦ ଆସି ମୃତ୍ୟୁବରଣ କରିଅଛି। ବିଦ୍ୟୁତ ତାର ଆସିଲା କେଉଁଠୁ, କାହାପାଇଁ ବିଦ୍ୟୁତ ତାର ରଖା ଯାଇଥିଲା ତାହା ତଦନ୍ତ ସାପେକ୍ଷ ଅଟେ।ବର୍ତ୍ତମାନ ବଲଦ ମଳିକ ଧନୁର୍ଯ୍ୟ ଦଣ୍ଡସେନା ରୋଜଗାର ହରା ହୋଇଛନ୍ତି।
ତାଙ୍କ ରୋଜଗାର ପନ୍ଥା ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ଉପସ୍ଥିତିରେ ତଦନ୍ତ କରିବାକୁ ଅନୁରୋଧ। ବଳଦ ମାଲିକଙ୍କୁ ଆବଶ୍ୟକ କ୍ଷତିପୂରର୍ଣ ପ୍ରଦାନ ପାଇଁ ଅନୁରୋଧ। ବିଭାଗୀୟ ଉଦାସୀନତା କାରଣରୁ ବଳଦ ମୃତ୍ୟୁ ସ୍ଥଳୀକୁ ବିଦ୍ୟୁତ ବିଭାଗ ପହଞ୍ଚି ପାରି ନାହାନ୍ତି। ବନ ବିଭାଗ ପକ୍ଷରୁ ଖଗେଶ୍ବର ମାଝୀ ଘଟଣା ସ୍ଥଳର ପରିଦର୍ଶନ କରି ଫାସ ଲଗାଯାଇଥିବା ପ୍ରକାଶ କରିଛନ୍ତି।