ଟ୍ରଲର ସହ ଧକ୍କା ହେଲା ବରଯାତ୍ରୀ ବସ୍‌; ୨ ମୃତ, ୧୧ ଆହତ

Creat A Revolution
           

କୋରାପୁଟ -: ଦେଓଘାଟି ନିକଟରେ ଏକ ଟ୍ରଲର ସହ ବସ୍ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ କୋରାପୁଟ ମେଡିକାଲକୁ ନିଅଯାଇଛି। ଏହା ଏକ ବରଯାତ୍ରୀ ବସ୍‌ ଥିବା ବେଳେ ସେଥି‌ରେ ୪୦ ଜଣ ଯାତ୍ରୀ ଥିବା ସୂଚନା ରହିଛି। ସେମାନେ ଏକ ବିବାହରେ ଯୋଗ ଦେବା ପାଇଁ ଜୟପୁରରୁ ଆର୍‌ ଉଦୟଗିରି ଆଡ଼େ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading