Creat A Revolution
ଶ୍ରିକାକୁଲମ
ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ସମୁଦ୍ରିକ ବାତ୍ୟା ‘ଆସାନୀ’ ପାଇଁ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ଆଜି ସକାଳୁ କାକିନାଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବାତ୍ୟା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ପ୍ରସ୍ତୁତି ଚଳାଇଛନ୍ତି। ଗୁରୁବାର ସକାଳ (ମେ ୧୨ ତାରିଖ) ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ଅସାନୀ’ କ୍ରମଶଃ ଦୁର୍ବଳ ହୋଇ ପୁଣି ଅବପାତ ପାଲଟିଯିବ।
Discover more from odia.bnslive.in
Subscribe to get the latest posts sent to your email.