ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ରାଜ୍ୟ ସଂଗଠନର କରିବେ ସମୀକ୍ଷା

ଭୁବନେଶ୍ବର -: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଖୁବଶୀଘ୍ର ଓଡ଼ିଶା ଆସିବେ । ନିର୍ଦ୍ଦିଷ୍ଟ ଭାବେ ପ୍ରିୟଙ୍କା ଗାନ୍ଧୀ କେବେ ଆସିବେ ତାରିଖ ସ୍ଥିର ହୋଇନାହିଁ । ରାଜ୍ୟ କଂଗ୍ରେସ ପ୍ରଭାରୀ, ପିସିସି ସଭାପତି ନିରଞ୍ଜନ…

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ୍: ଓଡ଼ିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା-ସୁଜାତା

ଭୁବନେଶ୍ବର -: ମହିଳା ଟି-ଟେଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳିମାନଙ୍କର ତାଲିକା ଘୋଷଣା ହୋଇଛି। ଘୋଷିତ ଖେଳାଳି ତାଲିକାରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ। ସୂଚନାଯୋଗ୍ୟ, ମହିଳା ଟି-ଟ୍ୱେଣ୍ଟି…

କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ବିଜୟ ଧାରା.. ଶୀର୍ଷରେ ରଣେନ୍ଦ୍ର

କଟକ -: କଟକ ଜିଲ୍ଲାରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ କି ନିର୍ବାଚନ ଜିତିବାରେ ରେକର୍ଡ କରି ଚାଲିଛନ୍ତି। କୌଣସି ଗୋ‌ଟିଏ ନିର୍ବାଚନମଣ୍ଡଳୀରୁ ସାଂସଦ ଅଥବା ବିଧାୟକଭାବେ ଜିତିବାର ରେକର୍ଡ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ତଥା ପୂର୍ବତନମନ୍ତ୍ରୀ ଦେବୀ…

ବାଘ ଛୁଆକୁ ମାତୃତ୍ୱର ସ୍ନେହ ଦେଉଛି କୁକୁର (ଦେଖନ୍ତୁ ଭିଡିଓ)

ଆପଣ କେଉଁଠି ନା କେଉଁଠି ନିଶ୍ଚୟ ଶୁଣିଥିବେ ଯେ କିଛି ମା’ ନିଜ ଛୁଆଙ୍କୁ ଜନ୍ମ ପରେ ଛାଡ଼ିଦେଇ ପଳାନ୍ତି, ତ ସେଠି ଆଉ କେହି ଛୁଆଙ୍କ ଲାଳନପାଳନ କରନ୍ତି। ଏବେ ଏମିତି ହିଁ ଏକ ଦୃଶ୍ୟ ଆପଣଙ୍କୁ ଭାବପ୍ରବଣ କରିଦେବ।…

ସୈାନ୍ଦର୍ଯ୍ୟ ପାଇଁ ସମସ୍ୟା ଭୋଗୁଛନ୍ତି ମଡେଲ୍ , ଚାକିରୀ ଖୋଜିଖୋଜି ହେଲେଣି ନୟାନ୍ତ

ନୂଆଦିଲ୍ଲୀ -: ସୁନ୍ଦର ଦିଶିବାକୁ କିଏ ବା ଚାହେଁନା? ନିଜକୁ ସୁନ୍ଦର କରିବାର ଇଚ୍ଛା ଅଳ୍ପବହୁତ ସମସ୍ତଙ୍କ ଭିତରେ ଥାଏ। ମାତ୍ର ‌ଏହି ସୁନ୍ଦରତା ଯଦି ସମସ୍ୟା ପାଲଟେ ‌ତେବେ ଆପଣ କ’ଣ କରିବେ? ନିଜ ସୌନ୍ଦର୍ଯ୍ୟ ପାଇଁ ଅସୁବିଧାର ସାମ୍ନା…

୬ମାସ ପାଇଁ ସୂର୍ଯ୍ୟ ଅସ୍ତ ହେଲେ ଏହି ଦେଶରେ ଆଜି ଠାରୁ ରାତି

ନୂଆଦିଲ୍ଲୀ -: ୪ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୋଇଯିବାରୁ ଆଣ୍ଟାର୍କଟିକାରେ ଦୀର୍ଘ ଶୀତ ରାତି ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ୬…

ମା’ର ପରକୀୟା ପ୍ରୀତି ସହିପାରିଲେନି ୨ନାବାଳକ ପୁଅ, ପିଟିପିଟି ମାରିଦେଲେ

ଯୋଡ଼ା -:  ପରକୀୟା ପ୍ରୀତି ଯୋଗୁଁ ବିବାହିତ ଯୁବକଙ୍କ ଜୀବନ ଚାଲିଗଲା। ମାଆଙ୍କ ସହିତ ଗୋଟିଏ ଘର ଭିତରେ ଅସଂଯତ ଅବସ୍ଥାରେ ଦେଖି ଦୁଇ ନାବାଳକ ପୁତ୍ର ହିଂସାପରାୟଣ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହ…

ରାସ୍ତାରେ ମହିଳା ଓକିଲଙ୍କୁ ଗୋଇଠା ଚଟକଣା, ଭାଇରାଲ୍‌ ହେଲା ଭିଡିଓ

ବାଗଲକୋଟ୍‌: କର୍ଣ୍ଣାଟକର ବାଗଲକୋଟ୍‌ ଜିଲ୍ଲାରେ ଜଣେ ମହିଳା ଓକିଲଙ୍କୁ ତାଙ୍କର ପଡ଼ୋଶୀ ମାରଧର କରୁଥିବାର ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ବିନାୟକ ନଗର ନିକଟ…

ଗିରଫ ହେଲେ ସ୍ତ୍ରୀ ସ୍ୱାମୀଙ୍କୁ ମିଳିଲା ଦଣ୍ଡ …

କଟକ -: ପତ୍ନୀ ନିନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କର କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରେଶ୍ବର ଫାଣ୍ଡି…

ଚୀନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିନ୍‌ ପିଙ୍ଗ୍‌, କିଏ ହେବେ ପରବର୍ତ୍ତି ରାଷ୍ଟ୍ରପତି ଆସନ୍ତୁ ଜାଣିବା

ଚୀନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ଜିନ୍‌ ପିଙ୍ଗ୍‌ । ଚୀନ ରାଷ୍ଟ୍ରପତିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁନଥିବା କୁହାଯାଇଛି । ସେ ଏକ ମସ୍ତିଷ୍କ ରୋଗରେ ପୀଡିତ ଥିବା…

error: Content is protected !!