Creat A Revolution
ନୂଆଦିଲ୍ଲୀ
ସେ ଆହୁରି ବି କହିଛନ୍ତି କି, ‘ମୁଁ ତାଙ୍କୁ ଖୁବ୍ ଭଲପାଉଥିଲି। ସଂପର୍କ ଭାଙ୍ଗିଯିବ ବୋଲି ଭାବି ମୁଁ ଖୁବ୍ ଭୟଭୀତ ଥିଲି। ସଂପର୍କ ଭାଙ୍ଗିବା ବିଷୟରେ ଚିନ୍ତା କରିବା ମୋ ପାଇଁ ସବୁଠାରୁ କଠିନ ସମୟ ଥିଲା। ଛାଡ଼ପତ୍ର ଆବେଦନ ପୂର୍ବରୁ ମୁଁ ମୋ ସଂପର୍କକୁ ସଜାଡ଼ିବାକୁ ଖୁବ୍ ପରିଶ୍ରମ କରି ମଧ୍ୟ ବିଫଳ ହୋଇଛି। ବାସ୍ତବରେ ମୁଁ ତାଙ୍କଠାରୁ ଅଲଗା ହେବାକୁ ଚାହୁଁନଥିଲି।’ ସେ ଆହୁରି ବି କହିଛନ୍ତି କି ବେଶି ଦିନ ତାଙ୍କ ସହ ରହିଥିଲେ ଜନି ତାଙ୍କୁ ମାରି ଦେଇଥାନ୍ତେ। ସେ ଅଦାଲତରେ ନିଜର ପକ୍ଷ ରଖିବା ବେଳେ କହିଛନ୍ତି କି ଜନି ତାଙ୍କ ହନୁମୁନ୍ ରାତିରେ ବି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ଜନି ଦିପ୍ ଥରେ ତାଙ୍କ ଗଳା ଚିପିଥିଲେ ବୋଲି ମଧ୍ୟ ସେ କହିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.