Creat A Revolution
ଭୁବନେଶ୍ୱର -:
ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଭିଡିଓ କଲରେ ଅଶ୍ଳୀଳ କଥା ହେଉଥିଲେ । ତାପରଦିନ ଲିଙ୍ଗରାଜ ମନ୍ଦିର ଯାଇଥିଲେ ଉଭୟ ପତୀ-ପତ୍ନୀ । ପୂର୍ବ ଯୋଜନା ଅନୁସାରେ ସେଠାରେ ଝିଅର ପରିବାର ଲୋକ ଉପସ୍ଥିତ ଥିଲେ । ବଳରାମଙ୍କୁ ମାଡ଼ ମାରି ଥିଲେ ଝିଅର ପରିବାର ଲୋକ । ତାଙ୍କ ଘରୁ ୪ ଭରି ସୁନା ଓ ଦେଢ଼ ଲକ୍ଷ ଟଙ୍କା ନେଇ ନବବିବାହିତା ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଏତଲା ଆଧାରରେ ଖୋଳତାଡ କରୁଛି ଲିଙ୍ଗରାଜ ଥାନା ପୋଲିସ ।
Discover more from odia.bnslive.in
Subscribe to get the latest posts sent to your email.