Creat A Revolution
ଭୁବନେଶ୍ବର -:
ଯଦି ଆଣିଛି ତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି। ମୋତେ ସମାଜରେ ବଦ୍ନାମ କରାଯାଉଛି। ଆଇନ୍ର ଆଶ୍ରୟ ନେବି । ମୋତେ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତି। ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଭିଡିଓ କଲ୍ କରିନି ବୋଲି ନବବଧୂ କହିଛନ୍ତି। ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି। ଚତୁର୍ଥୀ ରାତି ପରଦିନ ଚାପୁଡ଼ା ମାରି ପ୍ରେମିକ ସହ ନୂଆବୋହୂ ଛୁ ମାରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ସାଙ୍ଗରେ ୪ ଭରି ସୁନା ଓ ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଥିଲା।
Discover more from odia.bnslive.in
Subscribe to get the latest posts sent to your email.