Creat A Revolution
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଅଟୋ ଓ ବାଇକ ହେଲା ମୁହାଁମୁହିଁ ଧକ୍କା। ଏଭଳି ଘଟଣା ଘଟିଛି ହରିଚନ୍ଦନପୁର ବ୍ୟାରେଜ କେନାଲ ବନ୍ଧ ରାସ୍ତାର -ଜନାର୍ଦ୍ଦନପୁର ରାସ୍ତା ସାଲେପୁର ମାରଡ଼ା ନିକଟରେ। ଅଟୋଟି ସାଲେପୁରରୁ ଭଗବାନପୁରକୁ ଯିବାବେଳେ ଦୁର୍ଘଟଣା ଘଟାଇଥିଲା। ଅଟୋଟି ଦୁର୍ଘଟଣା ଘଟାଇ ଭାରସ୍ୟମ ହରାଇ କେନାଲ ଭିତରକୁ ଓଲଟି ପଡିଥିଲା। ଫଳରେ ୪ଜଣ ଗୁରୁତର ହୋଇପଡିଥିଲେ ବାଇକର ଦୁଇ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସାଲେପୁର ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।
Discover more from odia.bnslive.in
Subscribe to get the latest posts sent to your email.