ମସ୍କୋ -: ୧୯୪୫ ପରି ବିଜୟ ଆମର ହେବ ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନି ପରାଜୟର ୭୭ତମ ବାର୍ଷିକୀ ଅବସରରେ ପୂର୍ବତନ ସୋଭିଏତ୍ ରାଷ୍ଟ୍ରମାନଙ୍କୁ ଅଭିନନ୍ଦନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ ରବିବାର ଦିନ ପ୍ରତିଜ୍ଞା କରି କହିଛନ୍ତି…
Month: May 2022
ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଆର୍.ପି. କଲେଜ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଅଭଭାବକ
କଟକ/ବଡମ୍ବା – କଟକ ଜିଲ୍ଲା ବଡମ୍ବା ବ୍ଲକର ବିଧାରପୁରଠାରେ ଥିବା ଆର.ପି. ଘରୋଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବାର ଗୁରୁତର ଅଭିଯୋଗ ଆସିଛି । କଲେଜର ବର୍ତ୍ତମାନ ବନ୍ଦ ହେବା ପରିସ୍ଥିତି ଆସିଗଲାଣି । ଆଗାମୀ ପିଢିଙ୍କୁ ସତର୍କବାଣୀ ଶୁଣାଇ…
ହଠାତ ଅସୁସ୍ଥ ହୋଇ ଟ୍ରକ ଡ୍ରାଇଭର ମୃତ୍ୟୁ
କଳାହାଣ୍ଡି(ଜଗୁଲାଲ ମାଝୀ) – ଆଜି ମଦନପୁର ରାମପୁର ଚାରିଛକରେ ଅଟକିଥିବା ଗୋଟିଏ ଟ୍ରକ ଡ୍ରାଇଭର ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛି ସୂଚନା ଅନୁଯାୟୀ ଟ୍ରକ ( OD-07P 9147) ସେ ଟ୍ରକରେ କୋଇଲା ନେଇ ତାଳଚେରରୁ ରାୟଗଡା ଯାଉଥିଲା ।…
ମହଙ୍ଗାମାଡରେ କଲବଲ ଜନତା, କେବେ ଭାଙ୍ଗିବ ସରକାରଙ୍କ ନିଦ …
ଭୁବନେଶ୍ବର -: ପେଟ୍ରୋଲ, ଗ୍ୟାସ୍ ଦାମ୍ ବଢ଼ୁଛି ବୋଲି ହୋହଲ୍ଲା ହେଉଛି। ହେଲେ ଗତ ତିନିରୁ ୪ଦିନ ମଧ୍ୟରେ ଆଳୁ, କଖାରୁରୁ ଆରମ୍ଭ କରି ସାବୁନ୍, ପେଷ୍ଟ, ସର୍ଫ, ବିସ୍କୁଟ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଯାଇଛି। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ…
ରାଜଧାନୀ ରାଜପଥରେ ମଦୁଆ ହାଟ, ଅବକାରୀ ବିଭାଗ ଚୁପ୍ କାହିଁକି ?
ଭୁବନେଶ୍ବର -: ପନିପରିବା, ଫଳମୂଳ, ମାଛ, ମାଂସ ହାଟ ପରି ଏବେ ରାଜଧାନୀରେ ମଦୁଆଙ୍କ ହାଟ ବି ବସୁଛି। ଅନ୍ୟ ସବୁ ହାଟ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ବସିଥାଏ। କିନ୍ତୁ ମଦୁଆଙ୍କ ହାଟର କିଛି ସମୟସୀମା ନାହିଁ। ସକାଳୁ ରାତି,…
ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଭୟ କରିବାର କିଛି ନାହିଁ !
ଭୁବନେଶ୍ବର -: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ପାଣିପାଗ ବିଭାଗ…
୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ, କେଉଁଠି ସ୍ଥଳଭାଗ ଛୁଇଁବ ଏବେ ବି ଅସ୍ପଷ୍ଟ : ଆସନ୍ତାକାଲି ବାତ୍ୟା
ଭୁବନେଶ୍ବର -: ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳୁ ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର…
ବିଦ୍ୟାଳୟରେ ପିଲା ମାନଙ୍କୁ ଦେଲେ ପୋକରା ଚାଉଳର ବିଷାକ୍ତ ଖାଦ୍ୟ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବିଦ୍ୟାଳୟ ରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ।ଏଭଳି ଅଭାବନୀୟ ଓ ଆଶ୍ଚଯ୍ୟର୍ ର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ…