ଦେବଗଡ଼ -: ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ପାଳନ…
Month: May 2022
ଏମସିଏଲର କଳାଜହର କନିକା ନାଳକୁ କରୁଛି ବିଷାକ୍ତ, ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ଭୟଙ୍କର ହେବ !
ସୁନ୍ଦରଗଡ଼ -: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍ସିଏଲ୍) ଯୋଗୁ ଅଭିଶାପ ପାଲଟିଛି । ଏମ୍ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା…
ନର୍କ ଯନ୍ତ୍ରଣା ଠୁ ବି ବଳି ପଡୁଛି, ବାଜିରେ ଲାଗୁଛି ମହିଳାଙ୍କ ଜୀବନ
ରାଜନଗର -: ଡ଼ହଡହ ଖରାରେ ଅଢେଇ କିଲୋମିଟର ଚାଲି ଚାଲି ଗଲେ ମିଳୁଛି ପିଇବା ପାଣି । ଖରାର ପ୍ରକୋପ ଦୃଷ୍ଟିରୁ ଗାଁର ମହିଳା ଓ ପିଲାମାନେ ବାଟ କମ୍ କରିବା ପାଇଁ ବାଧ୍ୟ ହୋଇ ଭିତରକନିକା ଜଙ୍ଗଲ ଭିତରେ ପଶି…
ଦାନା ବାନ୍ଧୁଛି ବାତ୍ୟା ! ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍
ନୂଆଦିଲ୍ଲୀ -: ଦାନା ବାନ୍ଧୁଛି ବାତ୍ୟା । ସ୍ଥିତି ବି ଅନୁକୂଳ । ଯଦି ପ୍ରାକ୍ ଆକଳନ ଠିକ୍ ହୁଏ, ତେବେ ଆସନ୍ତା ମେ’ ୧୦ ତାରିଖବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା…
ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ : କେଜ୍ରିୱାଲ, ବିଜେପି ଭୟଭିତ କି ସେଥିପାଇଁ ନେଲା ଏଭଳି ନିଷ୍ପତ୍ତି ?
ନୂଆଦିଲ୍ଲୀ -: ପଞ୍ଜାବରେ ସରକାର ଗଠନ କରିବାରେ ସଫଳ ହେବା ପରେ ଏବେ ଗୁଜୁରାଟ ଉପରେ ନଜର ପକାଇଛନ୍ତି ଆମ ଆଦମୀ ପାର୍ଟି(ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ବିରୋଧୀ ମନ୍ତବ୍ୟ ଦେଇ…
ଆଜି ଶ୍ରମିକ ଦିବସ, ଶ୍ରମିକ ଦୁର୍ଦ୍ଦଶା କହିଲେ ନସରେ : ରୋଜରାର ନାହିଁ କି ସର୍ବନିମ୍ମ ସୁବିଧା ନାହିଁ
ଭୁବନେଶ୍ବର -: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ।…