ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଦୀର୍ଘ ମାସ ଧରି ବନ୍ଦ ରହିବା ବୋଲି ସୂଚନା ଦେଲେ ACF ପ୍ରଦୀପ କୁମାର ଦେ

Creat A Revolution
           

କରଞ୍ଜିଆ -: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ସମସ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଉଛି ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ବର୍ଷା ଋତୁର ଆଗମନ ହେତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ।

State's first tiger safari to be set up near Similipal - OrissaPOST

ଆସନ୍ତା ୪ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିବ । ଏଥି ପାଇଁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ରାଜସ୍ୱ ଆଦାୟ ଶିମିଳିପାଳ ଅଭୟାରଣ୍ୟରୁ ହୋଇଥିବା ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ACF ପ୍ରଦୀପ କୁମାର ଦେ। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରୁ ୨.୫କୋଟି ଟଙ୍କାରୁ ଉର୍ଦ୍ଧ୍ଵ ରାଜସ୍ୱ ଆଦାୟ ହୋଇଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ କରଞ୍ଜିଆ ରିପୋର୍ଟର ସରୋଜ କୁମାର ବେହେରା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading