୪୦ ଲିଟର ଅପମିଶ୍ରିତ କୋରେକ୍ସ ସହ ନଗଦ ଟଙ୍କା ସ୍କୁଟି ଜବତ, ଜଣେ ଗିରଫ

Creat A Revolution
           

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପଦ୍ମପୁର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବସନା ରାସ୍ତା ଜଟିଆବନ୍ଧ ନିକଟରେ ପଦ୍ମପୁରର ଜନୈକ ଯୁବକ ପାଖରୁ ସୁଜୁକି କମ୍ପାନୀର ସ୍କୁଟି (ଓଡି୧୭ୟୁ୭୪୯୩)ସହ ୧୬ଗୋଟି କୋରେକ୍ସ ବୋତଳ, ଦୁଇଟି ଜାର୍ରେ ୪୦ ଲିଟର ଅପମିଶ୍ରିତ କୋରେକ୍ସ, ଦୁଇଗୋଟି ନିଶା ବଟିକା ପଦ୍ମପୁର ପୋଲିସ ଜବତ କରି କେଶ୍ ନଂ.୧୭୧/୪.୭.୨୨ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଆଇ ଆଇ ସି ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି । ଏସ୍ଆଇ ରବିନ୍ଦ୍ର ହେମ୍ରମ୍, କନେଷ୍ଟେବଲ୍ ଗୀତାଞ୍ଜଳି ଭୋଇ, ନାରାୟଣ ସାହୁ ଓ ଦୈତାରୀ ଭୋଇ ପେଟ୍ରୋଲିଂ କରୁଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading