ହାଇଦ୍ରାବାଦ୍
ରାମ ଚରଣ ଏକ ସାକ୍ଷାତ୍କାରେ କହିଛନ୍ତି କି କ୍ୟାରିୟର୍କୁ ସେ ଗୁରୁତ୍ବ ଦେବାକୁ ଚାହାନ୍ତି। ଯଦି ସଂସାର ଉପରେ ଗୁରୁତ୍ବ ଦେବେ ତ କ୍ୟାରିୟର୍ ପଛରେ ରହିଯିବ। ଏହି କାରଣରୁ ସେମାନେ ଉଭୟ ପତି-ପତ୍ନୀ ମିଶି ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉ କି ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଆରସି୧୫ ପାଇଁ ସୁଟିଂ କରୁଛନ୍ତିଶ। ଙ୍କରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାମଚରଣ ଜଣେ ଆଇଏଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ସସପେନ୍ସ ଡ୍ରାମାର କାହାଣୀ କାର୍ତ୍ତିକ ସୁବରାଜୁ ଲେଖିଛନ୍ତି ଏବଂ ଫିଲ୍ମର ସୁଟିଂ ଚାଲିଛି। ଆରସି ୧୫ ପରେ, ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ଆରସି୧୬ ପାଇଁ ସୁଟିଂ ଆରମ୍ଭ କରିବେ | ଏହି ଫିଲ୍ମର ନିର୍ଦ୍ଦେଶନା ‘ଜର୍ସି’ ନିର୍ଦ୍ଦେଶକ ଗୌତମ ତିନପୁରୀ ଦେବେ।
Discover more from odia.bnslive.in
Subscribe to get the latest posts sent to your email.