ତିର୍ତ୍ତୋଲ କୋର୍ଟର ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

Creat A Revolution
           

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ତିର୍ତ୍ତୋଲ କୋର୍ଟର ବିଚାରପତି ସୁଶାନ୍ତ କୁମାର ନାୟକ ଙ୍କର ଯସବନ୍ତପୁର ବଦଳି ହୋଇଛି।ଏହି ଅବସରରେ ତିର୍ତ୍ତୋଲ ଓକିଲ ସଙ୍ଘପକ୍ଷରୁ ବିଚାରପତି ଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ସଂଘର ବରିଷ୍ଟ ସଭ୍ୟ ଆଲ୍ଲାଦ ପରିଜାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ,ସଭାପତି ପ୍ରଶାନ୍ତ ରାୟ, ଗୋଲେଖ ବେହେରା,ଶାରଦା ପ୍ରସନ୍ନ ଚୌଧୁରି,ସୁଧିର ଖୁଣ୍ଟିଆ,ମହେଶ ମହାନ୍ତି,ଦେବେନ୍ଦ୍ର ନାୟକ,ଏ ପିପି ପ୍ରଭାତ ରଂଜନ ପଲାଉର,ଅଜୟ ଦାସ,ନାରାୟଣ ମହାନ୍ତି,ଶରତ ସାହୁ, ଜୀବନବଲ୍ଲବ ମହାନ୍ତି,ସୁବୋଧ ଖୁଣ୍ଟିଆ ପ୍ରମୁଖ ଆଇନୀଜିବୀ ଙ୍କ ସମେତ କୋର୍ଟ ଓ ସି ଏସ ଆଇ କର୍ମଚାରୀ ଉପସ୍ଥିତ ରହିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading