ଫସଲ ବୀମା ପାଇଁ ଆଜି ପଦ୍ମପୁର ବନ୍ଦ …

Creat A Revolution
           

ବରଗଡ଼ ( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନରେ କୃଷି ବୀମା ପାଇଁ HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଘୋଲାଘୋଲି ଭାବରେ ଉଲଙ୍ଘନ କରୁଥିବା ପ୍ରତିବାଦରେ ଆଜି ଚାଷୀମାନେ ସକାଳ ୬ଘଣ୍ଟାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ପଦ୍ମପୁର ସବ୍ ଡିଭିଜନର ସମସ୍ତ ସରକାରୀ ଅଫିସ, ବେସରକାରୀ ଅନୁଷ୍ଠାନ ଗାଡ଼ି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡ଼ାକରା ଦିଆଯାଇଛି । ଏଇ ପ୍ରତିବାଦ ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି ଓ ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରିଛନ୍ତି । ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ବିଭିନ୍ନ ସ୍ଥାନରେ ଯାନବାହାନକୁ ଅଟକ ରଖାଯାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading