ନୂଆଦିଲ୍ଲୀ : ଉଗ୍ର ହେଲା ଶ୍ରୀଲଙ୍କା ସଙ୍କଟ । ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍ପାକ୍ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି।…
Month: July 2022
ଘରୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା ଧମକ …
ମୟୂରଭଞ୍ଜ/ବୈଶିଙ୍ଗା -: ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଲଜ୍ଜା। ଉକ୍ତ ଥାନା ଅନ୍ତର୍ଗତ ମେର୍ଦା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ସ୍ଥାନୀୟ ୨ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ହତ୍ୟାର ଧମକ ଦେଇଥିବା…
ଜୁଲାଇ ୧୦ ରବିବାର, ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଜୁଲାଇ ୧୦ ତାରିଖ, ରବିବାର, ମିଥୁନ ୨୬ ଦିନ, ଆଷାଢ଼ ଶୁକ୍ଳ ଏକାଦଶୀ ଦି. ଘ.୨.୧୫ମି, ବିଶାଖା ନକ୍ଷତ୍ର ଦି.ଘ.୧୦.୨୮ମି., ବିଚ୍ଛା ଚନ୍ଦ୍ର ଅହୋରାତ୍ର । ପର୍ବପର୍ବାଣି- ସର୍ବସମ୍ମତ ହରିଶୟନ (ବଡ଼ ) ଏକାଦଶୀ, ରବିନାରାୟଣ ବ୍ରତ, ଶ୍ରୀଜିଉଙ୍କ ରଥ…
ଆପଣ ଚା ପିଉଥିଲେ ସାବଧାନ୍, ପରିବେଶବିତଙ୍କ କଥା ଶୁଣିଲେ ଅପଣଙ୍କ ପାଦ ତଳୁ ମାଟିଖସିଯିବ
ଭୁବନେଶ୍ୱର -: ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି | କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି | ଆପଣଙ୍କ ଘରେ…
ବିବାହର ୧୦ବର୍ଷ ପରେ ବି ଏହି ସୁପରଷ୍ଟାର ଦମ୍ପତ୍ତିଙ୍କ କୋଳ ଖାଲି, ହୋଇପାରିନାହାନ୍ତି ବାପା ମା’
ହାଇଦ୍ରାବାଦ୍ -: କେବଳ ଦକ୍ଷିଣ ଭାରତ ନୁହେଁ, ସାରା ଦେଶର କୋଣଅନୁକୋଣରେ ମିଳିବେ ସୁପର୍ଷ୍ଟାର୍ ରାମ ଚରଣଙ୍କ ପ୍ରଶଂସକ। ଚଳଚ୍ଚିତ୍ର ପାଇଁ ଯେତିକି ଚର୍ଚ୍ଚିତ ସେ, ନିଜର ବ୍ୟକ୍ତିଗତ ଜୀବନରେ ବି ସେତିକି ଚର୍ଚ୍ଚିତ। ଆପଣ ଜାଣନ୍ତି କି, ବିବାହର ୧୦…
ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କୋଭିଡ ଏବେ ଉପରମୁହାଁ
ଭୁବନେଶ୍ବର -: ରାଜ୍ୟରେ କୋଭିଡ ଉପରମୁହାଁ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ଟିପିଆର ରେଟ୍ ୧୦.୬…
ଆଠଗଡରେ ବାହୁଡା ଅବସରରେ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ଉନ୍ମୋଚିତ
ଆଠଗଡ – ଆଠଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟଲାବଣ୍ୟର ସଫଳତା ପରେ ଏହି ସଂସ୍ଥା ଆଉ ଏକ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ପ୍ରକାଶ କରିଛନ୍ତି l ପବିତ୍ର ବାହୁଡା ଦଶମୀ ଅବସରରେ ସ୍ଥାନୀୟ ଝୁଲଣ ମନ୍ଦିର ପରିସରରେ ଲାବଣ୍ୟବତୀ…
ବନ୍ଧୁ ଘରକୁ ଯାତ୍ରା ହେଲା ଶେଷ ଯାତ୍ରା, ସଲିଳ ସମାଧି ନେଲେ ଦୁଇ ନାବାଳକ
ରାଉରକେଲା -: ରାଉରକେଲା କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଅଛନ୍ତି। ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ ଜାରି ରହିଛି। ମିଳିଥିବା…
ଆଜି ବାହୁଡ଼ିବେ ମହାପ୍ରଭୁ; ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା
ପୁରୀ -: ଆଜି ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ…
ଗୁଳିମାଡରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ, ସାରା ବିଶ୍ୱ ସ୍ତବ୍ଧ
ଟୋକିଓ -: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସକାଳେ ନିର୍ବାଚନ ପ୍ରଚାର ପାଇଁ ନାରା ସହରକୁ ଯାଇଥିବା ଆବେ ଏକ ଜନସଭାରେ ଉଦ୍ବୋଧନ ଦେଉଥିବା ବେଳେ ଆକ୍ରମଣକାରୀ ତାଙ୍କୁ ପଛରୁ ଗୁଳିମାଡ଼ କରିଥିଲା।…