ଅଜଣା ରୋଗ ନୁହେଁ ଅତ୍ୟଧିକ ମଦ୍ୟପାନ ପାଇଁ ଯାଉଛି ଜୀବନ, ମାଲକାନଗିରି ସିଡିଏମଓ ଖୋଲିଦେଲେ ପୋଲ …

ମାଲକାନଗିରି -: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗ ସଂପର୍କରେ ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଅଜଣା ରୋଗରେ ନୁହେଁ, ବରଂ ଅତ୍ଯଧିକ ମଦ୍ଯପାନ ଯୋଗୁ ଗ୍ରାମବାସୀ ପ୍ରାଣ ହରାଉଛନ୍ତି। ମାଲକାନଗିରି…

ଆଶ୍ୱିନ ମାସରେ ଏସବୁ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ମିଳିବ ଦୁଇ ଗୁଣ ପୁଣ୍ୟ …

ସନାତନ ଧର୍ମରେ ପ୍ରତି ମାସର ବିଶେଷ ମହତ୍ତ୍ୱ ରହିଛି। ସେହିଭଳି ଆଶ୍ୱିନ ମାସର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ସପ୍ତମ ମାସକୁ ଆଶ୍ୱିନ ମାସ କୁହାଯାଏ । ଭଗବାନ ଏବଂ ପିତୃପୁରୁଷଙ୍କ ଉପାସନା ଦୃଷ୍ଟିରୁ…

ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କ ଦେହାନ୍ତ

ନୂଆଦିଲ୍ଲୀ -: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କର ଆଜି ପାହାନ୍ତା‌ରେ ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ ହୋଇଥିଲେ। ଅଭିନେତା…

ମୋ ପାଖରେ ଯେଉଁ ଭିଡିଓ ଅଛି ତାହା ଦେଲେ ମୋର ଇଜ୍ଜତ ଯିବ, ବାପାଙ୍କୁ ବ୍ଲାକ୍‌ମେଲିଂରୁ ବଞ୍ଚାଇଲେ ପୁଅ

ବଲାଙ୍ଗୀର -: ଘର ମାଲିକଙ୍କୁ ବ୍ଲାକ୍‌ମେଲିଂ କରି ତିନିଲକ୍ଷ ଟଙ୍କା ଭଡ଼ାଟିଆ ନେଇଯିବା ମାମଲା ଚାଞ୍ଚଲ୍ୟ ଖେଳାଇଛି। ବାପା ବ୍ଲାକ୍‌ମେଲିଂର ଶିକାର ହେଉଥିବା ଜାଣିବା ପରେ ଏୟାରଫୋର୍ସରେ ଥିବା ପୁଅ ବ୍ଲାକ୍‌ମେଲରଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଟାଉନ ପୁଲିସ ଉଭୟ ବ୍ଲାକ୍‌ମେଲର୍‌ ଯୋଡ଼ି…

ଲଗାଣ ବର୍ଷା ଫଳରେ ଗଞ୍ଜାମରେ ବନ୍ୟା ପରିସ୍ଥିତି, ଘୋଡ଼ାହାଡ଼, ବାଘଲଟି ଛାଡ଼ିଲା ବନ୍ୟାଜଳ

ଗଞ୍ଜାମ -: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାର ବାଘଲଟି ଓ ଘୋଡ଼ାହାଡ଼ରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଛି। ବାଘଲଟିରୁ ୩ଟି ଗେଟ୍ ଦେଇ ବାହୁଦା ନଦୀକୁ…

ବିଜେପି ସମର୍ଥିତ ବୋଲି ଶୁଣିଲାନି ପ୍ରଶାସନ, ରାସ୍ତା ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ …

କେନ୍ଦ୍ରାପଡ଼ା -: ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ଗାଁର ରାସ୍ତା ନିର୍ମାଣ ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ପେଗରପଡ଼ା ପଂଚାୟତର ଏହି ଦୁଇ ଲୋକ ପ୍ରତିନିଧିଙ୍କର ଏଭଳି କାର୍ଯ୍ୟ ଏବେ…

ଆଜି ଦୁବାଇରେ ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ

କିଏ ହାତେଇବ ଏସିଆ କପ୍‌ ? ଦୁବାଇରେ ଆଜି ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ପୂରା ଟୁର୍ଣ୍ଣାମେଣ୍ଟର ଭଲ ପ୍ରଦର୍ଶନ କରିଛି ଶ୍ରୀଲଙ୍କା । ସୁପର ୪ରେ ସମସ୍ତ ୩ଟି ଯାକ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି…

ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଦେଲା …!

ବଡମ୍ବା/ ତିଗିରିଆ –:ଚାଟ୍‌ରେ ବିଷ ମିଶାଇଥିଲା ବାପା ! ଚାଟ୍‌ରେ ବିଷ ମିଶାଇ ବାପା ଦୁଇ ପିଲା ଓ ସ୍ତ୍ରୀକୁ ମାରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ବଡମ୍ବା ଥାନା ଅଭିମାନପୁର ବୀରବରପୁର ଗାଁରେ ବିଷ ମିଶା ଚାଟ୍‌ ଖାଇ ଗୋଟିଏ…

ଚୁପ ରହିଲେ ଉପ-ରାଷ୍ଟ୍ରପତି କରିଦେବୁ , ଏଭଳି କହି ବିଜେପିକୁ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ

ନୂଆଦିଲ୍ଲୀ -: ମୋତେ ବି କୁହାଯାଇଥିଲା ଯେ ଚୁପ ରହିଲେ ଉପରାଷ୍ଟ୍ରପତି କରିଦେବୁ। ଏଭଳି କହି ବିଜେପିକୁ ପୁଣି ଥରେ ଟାର୍ଗେଟ କଲେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ୍। ସେ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋ ପାଖକୁ ଅଫର…

ମାଗଣାରେ ଘରକୁ ନିଅନ୍ତୁ ଭୋଡାଫୋନ୍‌ ଆଇଡିଆର ଭିଆଇପି ନମ୍ବର, ଆପଣାନ୍ତୁ ଏହି ତରିକା

ନୂଆଦିଲ୍ଲୀ -: ଭୋଡାଫୋନ ଆଇଡିଆ(vi) ପ୍ରିପେଡ୍‌ କିମ୍ବା ପୋଷ୍ଟପେଡ କନେକସନ ବାଲା ୟୁଜର୍ସଙ୍କୁ ଭିଆଇପି ବା ଫ୍ୟାନ୍ସି ନମ୍ବର ଦେଉଛି । ୟୁଜର୍ସ ଚାହିଁଲେ ଏହି ଦୁର୍ଲଭ ନମ୍ବରକୁ ଅତି ସହଜରେ ନେଇପାରିବେ । ଆସନ୍ତୁ ଜାଣିବା କିପରି ପାଇବେ ଏହି ନମ୍ବର…

error: Content is protected !!