ସାଲେପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

Creat A Revolution
           

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନ ହିତକାରୀ ଯୋଜନା ଗୁଡିକୁ ଓଡିଶା ର ଘରେ ଘରେ ସମସ୍ତ ସାଧାରଣ ଜନତା ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଟାଙ୍ଗୀ – ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଆଜି ଭୀମଦାସପୁର,ପିକୋଳ ପଞ୍ଚାୟତ ରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l

subscribe Now

ସେହି ଭଳି ପିକୋଳ ଗ୍ରାମ ପଞ୍ଚାୟତ ଜନହିତକାରି ଯୋଜନା ଗୁଡିକ ଜନତା ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ବିଧାୟକ ପ୍ରଶାନ୍ତ ବେହେରା ବୋଦାମୁଣ୍ଡାଇ ବଜାର ଗାନ୍ଧୀ ପ୍ରତିମୃତ୍ତିରେ ମଲୟାର୍ପଣ ଦେଇ ବଣହାର ମନହରପୁର ଚରମାଣିଆ ବଜାର ଦେଇ ପଦଯାତ୍ରା କରି ଚାରମାଣିଆ ରାମମନ୍ଦିର ରେ ପହଁଚିଥିଲେ ଏହି ପଦଯାତ୍ରାରେ ପିକୋଳ ସରପଞ୍ଚ ମାଣିକ ବେହେରା ତାଙ୍କ ପ୍ରତିନିଧି ଉସର୍ବବେହେରା ସମିତି ସମିତିସଭ୍ୟା ସୁଲୋଚନା ସାହୁ ତାଙ୍କ ପ୍ରତିନିଧି ହେମନ୍ତ ସ୍ୟାଇଁ, ପୃର୍ବତନ ସରପଞ୍ଚ ହରିହର ବେହେରା, ଏହି କାର୍ଯ୍ୟକ୍ରମ ରେ ବହୁ ପୁରୁଖା ବିଜୁଜନତା ଦଳ ର ବହୁ ଛାମୁଆ କର୍ମୀ ସହ ଅନେକ ସ୍ୱୟଂସାହିକା ଗୋଷ୍ଟୀ ର ମହିଳା ମାନେ ଯୋଗଦାନ କରିଥିଲେ l ବିଧାୟକ ସମସ୍ତ ଅଞ୍ଚଳ ପରିଦର୍ଶନ ଜରି ଜନସମ୍ପର୍କ ପଦଯାତ୍ରା କୁ ସଫଳ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading