ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ବୃଦ୍ଧି ହୋଇନଥାଏ । ଏଥିରେ ଅନେକ ଫାଇଦା ମଧ୍ୟ ମିଳିଥାଏ । ସାଧାରଣତଃ ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଏହି ବ୍ରାଉନ ରାଇସ କ’ଣ…
Year: 2022
ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା, ୧୯ ମନ୍ତ୍ରୀ, ୧୧ ବିଧାୟକଙ୍କୁ ଜିଲ୍ଲାଯୋଜନା କମିଟିର ଦାୟିତ୍ୱ
ଭୁବନେଶ୍ୱର -: ପ୍ରକାଶ ପାଇଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୧୯ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ୧୧ ଜଣ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ…
ବାବୁସାନ୍ ଫ୍ୟାନଙ୍କ ପାଇଁ ଦୁଃଖଦ ଖବର, ସ୍ୱାସ୍ଥ୍ୟବସ୍ଥା ଗୁରୁତର ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର -: ଫିଲ୍ମ ପ୍ରମୋସନରେ ଯାଇ ଓଲିଉଡ୍ ଷ୍ଟାର ବାବୁସାନ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ୍…
Airtel ଗ୍ରାହକଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳୁଛି 5 GB ଡାଟା କେମିତି ଉଠାଇବେ ଏହାର ଫାଇଦା ଆସନ୍ତୁ ଜାଣିବା …
ଟେଲିକମ୍ ଜଗତର ଦ୍ୱିତୀୟ ବୃହତ୍ତମ କମ୍ପାନୀ ‘ଭାରତୀ ଏୟାରଟେଲ’ ଉତ୍ସବ ପୂର୍ବରୁ ନିଜ ଗ୍ରାହକମାନଙ୍କ ପାଇଁ ଏକ ଖାସ୍ ଉପହାର ନେଇ ଆସିଛି। ଏୟାରଟେଲ ନିଜ ପ୍ରିପେଡ୍ ଗ୍ରାହକମାନଙ୍କୁ 5 GB ଡାଟା ମାଗଣାରେ ଦେଉଛି। ଏହି ଡାଟା ୟୁଜରମାନଙ୍କୁ ସେତେବେଳେ…
ଇରାନରେ ଭୟାନକ ସ୍ଥିତି, ଗୁଳିମାଡ଼ରେ ୩୧ ମୃତ୍ୟୁ
ତେହେରାନ -: ଇରାନରେ ହିଜାବ୍ ବିରୋଧୀ ଆନ୍ଦୋଳନ ଭୟାନକ ସ୍ଥିତି ସୃଷ୍ଟି କରିଛି । ହିଜାବ ପିନ୍ଧିନଥିବାରୁ ଇରାନ ମୋରାଲିଟି ପୁଲିସ ନିର୍ଯାତନାରେ ମହସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସବୁଠି ହିଂସାତ୍ମକ ବିକ୍ଷୋଭ ଚାଲିଛି। ଲୋକଙ୍କ ମାନବାଧିକାର…
ନାବାଳକକୁ ସାବାଳକ ଦର୍ଶାଇ ହାତକଡି ପକାଇବା ଘଟଣା, କୋର୍ଟଙ୍କ ତାଗିଦ୍ ପରେ ଭୁଲ ମାଗିଲେ ପୋଲିସ ବାବୁ
ଭୁବନେଶ୍ବର -: ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି।…
ମୁଖ୍ୟ ଶାସନ ସଚିବଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ତୁରନ୍ତ ବୈଠକ ଡାକ …
କଟକ -: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ମାସ ଭିତରେ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ), ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଅଧିକାରୀ, ବିଡିଏ,…
ବିବସ୍ତ୍ର ହୋଇ ୨କିଲୋମିଟର ଦୈାଡି ଘରେ ପହଞ୍ଚିଲେ ଗଣବଳାତ୍କାର ପଡିତା …
ଗଣଦୁଷ୍କର୍ମ ଓ ଲୁଟ୍ର ଶିକାର ହେବା ପରେ ଜଣେ ୧୫ ବର୍ଷୀୟ ବାଳିକା ବିନା ବସ୍ତ୍ରରେ ଉତ୍ତର ପ୍ରଦେଶର ମୋରାଦାବାଦ-ଠାକୁରଦ୍ବାରା ସଡ଼କରେ ୨ କିଲୋମିଟର୍ ବାଟ ଚାଲି ଚାଲି ଘରେ ପହଞ୍ଚିଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି। ପୀଡ଼ିତାଙ୍କୁ…
ଛିଙ୍କ ଆସିବା ପରେ ଗୁରୁଜନ ମାନଙ୍କ ଆର୍ଶୀବାଦ କାହିଁକି ? ଆସନ୍ତୁ ଜାଣିବା ଏହା ପଛର ଗୁଢ ରହସ୍ୟ
ଆମକୁ ଯେତେବେଳେ ଛିଙ୍କ ଆସିଥାଏ, ସେତିକିବେଳେ ଆମ ପାଖରେ ଥିବା ଗୁରୁଜନ ବା ବନ୍ଧୁସହୋଦରଙ୍କର ଠାରୁ ସାଧାରଣତଃ ଏକ ନିଆରା ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କେହି ଛିଙ୍କିଲା ମାତ୍ରକେ ସେଠାରେ ଥିବା ଅନ୍ୟମାନଙ୍କ ପାଟିରୁ ସ୍ବତଃପ୍ରବୃତ୍ତ ଭାବେ ‘ବୁଢ଼ାଟିଏ ହୋଇଥାଅ’ ବା…
ହନୁମାନଙ୍କ ପୁଜା କରିବା ବେଳେ ଅଜାଣତରେ ଏଭଳି ଭୁଲ୍ କରନ୍ତୁ, ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିବ …
ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି…
