ସାମ୍ବାଦିକଙ୍କୁ ଅତିରିକ୍ତ ଏସ୍‌ପିଙ୍କ ମାଡ , ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ

ନବରଙ୍ଗପୁର -: ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିରିକ୍ତ ଏସପିଙ୍କ ମାଡ। ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ। ଦିନ ଦିପହରରେ ଜଣେ ମହିଳାଙ୍କୁ ଟଣା ଓଟୋରା କରି ଘରୁ ଉଠାଇ ନିଆଗଲା। ପୁଲିସକୁ ପରିବାର ଖବର ଦେବା ପରେ ମହିଳାଙ୍କୁ ମଇଦଲପୁର…

ମନ୍ଦିରକୁ ଯାଇ ଭ଼ଗବାନଙ୍କୁ ପଚାରିବା ପରେ ଆଜି ବିଜେପିରେ ଯୋଗ ଦେଲୁ, ଭଗବାନ କ’ଣ କହିଲେ ଆସନ୍ତୁ ଜାଣିବା

ଏକ ମନ୍ଦିର, ଚର୍ଚ୍ଚ ଏବଂ ଏକ ମସଜିଦରେ ବିଶ୍ୱସ୍ତତା ପାଇଁ ଶପଥ ନେବାର ସାତ ମାସ ପରେ ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଆଜି ଦଳ ଛାଡ଼ି ଶାସକ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏପରିକି…

ସ୍ୱୟଂ ସହାୟିକା ଗୋଷ୍ଠୀର ମାଛକୁ ଚୋରି କରିନେଲେ ଗ୍ରାମବାସୀ, ଥାନାରେ ମାମଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ରାଜ୍ୟରେ ନେତୃତ୍ୱ ସରକାର ମିଶନ ଶକ୍ତି ଜରିଆରେ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି ଗଠନ କରିଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଟିମାନଙ୍କୁ ଆତ୍ମ ନିର୍ଭରଶୀଳ…

ନାରାୟଣ ବସ୍ତିରେ ହତ୍ୟାକାଣ୍ଡ : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନା ଗିରଫ 

ଭୁବନେଶ୍ୱର -: ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ…

ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ

ଭୁବନେଶ୍ୱର-: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ଆରମ୍ଭ ହେବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ…

ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବି, ଥାନାରେ ଏତଲା ଦେଲା କୁଇକୁଳ ସମାଜ …

କନ୍ଧମାଳ/ଦାରିଙ୍ଗବାଡ଼ି -: ଆଦିବାସୀଙ୍କ ବିଷୟରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏକ ଓଡ଼ିଆ ଟିଭି ଚ୍ୟାନେଲରେ…

ଚାଣକ୍ୟଙ୍କ ଏହି କଥାକୁ ମାନନ୍ତୁ, ସମସ୍ତ କାର୍ଯ୍ୟରେ ମିଳିବ ସଫଳତା

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ଅନେକ କଥା ଉଲ୍ଲେଖ କରିଛନ୍ତି। ନୀତି ଶାସ୍ତ୍ରରେ ବୈବାହିକ ଜୀବନ ଓ ବ୍ୟବସାୟ, କର୍ମକ୍ଷେତ୍ର ସହ ଜଡିତ ଅନେକ କଥା ବିଷୟରେ ବର୍ଣ୍ଣନା କରିଛନ୍ତି। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ…

ଏଭଳି ଭୁଲ କରନ୍ତୁ ନାହିଁ, ଧନ ଦେବୀ ମା ଲକ୍ଷ୍ମୀ କୋପ କରିବେ ହୋଇଯିବେ କାଙ୍ଗାଳ …

ଯେକୌଣସି ଦେବଦେବୀଙ୍କୁ ଆପଣ ପୂଜା କରନ୍ତୁ , ସେହି ପୂଜାରେ କିଛି ନିୟମ ରହିଥାଏ। ଯାହାକୁ ମାନି ପୂଜା କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ର ସନ୍ନ ହୋଇଥାନ୍ତି। ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯାହା ଉପରେ କୃପା…

ଝିଅ ବାହାଘର ପାଇଁ ଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଡକାୟତ …

ରାୟଗଡ଼ା -: ଝିଅ ବାହାଘର ପାଇଁ ଘରେ ଥିବା ନଗଦ ଟଙ୍କା, ସୁନା ଓ ରୂପାକୁ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଘଟିଛି ଏହି ଚୋରି। ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ନଗଦ ସାଢ଼େ ୩…

ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସବୁଜ ମିଶନ ସେବା

କଟକ -: କଟକ ସଦର ବ୍ଲକ ୪୨ ମୌଜା,ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ ରେ ଅବସ୍ଥିତ ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଏକ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…

error: Content is protected !!