ବରଗଡ଼/ଅତାବିରା(ନିରଞ୍ଜନ ତ୍ରିପାଠୀ)-: ଆଜି ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟାରେ ଶେଷ ହୋଇଥିଲା । ସନ୍ଧ୍ୟା ୪ଟାରେ ଫଳାଫଳ ଘୋଷଣା ହୋଇ ନବ ନିର୍ବାଚିତ କର୍ମକର୍ତ୍ତlଙ୍କୁ ସ୍ଵାଗତ ଜଣାଯାଇଥିଲା…
Year: 2022
ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଓ ନଳିନୀ ରଞ୍ଜନ ମହାପାତ୍ର ସଂପାଦକ
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ସାଧାରଣ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ…
ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ୍ୟା ହେଲେ କଂଗ୍ରେସ ପ୍ରାର୍ଥୀନି ଅର୍ଚ୍ଚନା ସିଂ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:ଜଗତସିଂହପୁର ପୌରପରିଷଦର 21 ଟି ୱାର୍ଡର 33 ଟି ବୁଥର ଭୋଟ ଗଣତି କାର୍ୟ୍ଯ SVM କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହା ସମୁଦାୟ 10ଟି ଟେବୁଲରେ 7 ରାଉଣ୍ଡ ଭୋଟ ଗଣତି କାର୍ଯ୍ୟ କରାଯାଇଥିଲା…
ସଂସଦରେ ବିରୋଧିଙ୍କୁ ଇନ୍ଧନ ତିଆରି କରିବାର ପାଠ ପଢାଇଲେ ନିତିନ୍
ନୂଆଦିଲ୍ଲୀ -: ଗତ ଚାରି ଦିନ ମଧ୍ୟରେ ତିନିଥର ବୃଦ୍ଧି ପାଇଲାଣି ତୈଳ ଦର । ନିର୍ବାଚନ ପରେ ପରେ ତୈଳ ଦର ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ସତ ହେଉଥିବା ଦେଖାଯାଇଛି । କେନ୍ଦ୍ରମନ୍ତ୍ରୀ…
ବିଜେଡି କାଉନସିଲର ଗୁଳି ଫୁଟାଇ ଉଡାଇଲେ ନିଜର ବିଜୟ ବାନା …
ସୋନପୁର -: ନିର୍ବାଚନ ଜିତିବା ପରେ ବେଆଇନ ଭାବେ ବନ୍ଧୁକ ଫୁଟାଇ ବିଜୟ ଉତ୍ସବ ପାଳନ କଲେ ବିଜେଡିର ବିଜୟୀ କାଉନସିଲର । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ନମ୍ବର ୱାର୍ଡରୁ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ…
ବାପ କାନ୍ଧରେ ଝିଅର ମୃତଦେହ, ୧୦ କି.ମି. ଚାଲିଲେ…, ଭିଡିଓ ଭାଇରାଲ୍
ଅମ୍ବିକାପୁର -: ଛତିଶଗଡ଼ର ସୁରୁଗୁଜା ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ତାଙ୍କ ୭ ବର୍ଷୀୟା ଝିଅର ମୃତଦେହକୁ କାନ୍ଧରେ ବୋହି ବୋହି ନେଉଥିବାର ଦୃଶ୍ୟ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି…
ପୈାରାଧ୍ୟକ୍ଷ ନିର୍ବାଚନରେ ମାଟିକାମୁଡିଲା ବିଜେଡି, ନୂଆପଡାରେ ଖାତା ଖୋଲିପାରିଲାନି
ଭୁବନେଶ୍ୱର -: ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକରେ ବି ପୈାରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ । ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ଗୁପ୍ତା ୩୯୦୦…
ପୁଟିନ୍ଙ୍କ ଗାଳି ଶୁଣି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀଙ୍କର ଅବସ୍ଥା ହେଲା ସାଙ୍ଘାତିକ…
କିବ୍ : ୟୁକ୍ରେନ୍ ଆକ୍ରମଣରେ ମୁଖ୍ୟ ଉଦ୍ଦେଶ୍ୟ ହାସଲ ନ ହେବାରୁ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ଙ୍କ ଠାରୁ ଗାଳି ଶୁଣିବା ପରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁଙ୍କର ହୃଦ୍ଘାତ ହୋଇଥିବା କଥା ଆଜି ୟୁକ୍ରେନୀୟ ସରକାରଙ୍କର ଜଣେ ଉପଦେଷ୍ଟା କହିଛନ୍ତି…
