ସମସ୍ତେ ଜାଣନ୍ତି ଏ ଧରାପୃଷ୍ଠରେ ଯିଏବି ଜନ୍ମଲାଭ କରିଛି ତାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ। ଜନ୍ମ ପରି ମୃତ୍ୟୁର ସତ୍ୟ। ଏହାକୁ କେହି ଟାଳିପାରି ନାହିଁ। ତେବେ ମୃତ୍ୟୁ ପରେ ମୃତ ଶରୀରର ଅନ୍ତିମ ସଂସ୍କାରକୁ ନେଇ ଭିନ୍ନ…
Year: 2022
ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା -: ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ଜଗତର ପିତାମହ ଭୀଷ୍ମ, ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନା ଙ୍କ ର 67ବର୍ଷ ବୟସରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ…
ବାଲିଆପାଳ ରାଧାମୋହନ ମନ୍ଦିରରେ ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ସହିତ ହୋଲି ଉତ୍ସବ ପାଳିତ
ବାଲିଆପାଳ (ପ୍ରଭାକର ମଲ୍ଲିକ) -: ରଙ୍ଗର ଉତ୍ସବ ଓ ଭାଇଚାରା ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ର ବାଲିଆପାଳରେ ଡ଼ା ହରେକୃଷ୍ଣ ଦାସ ଙ୍କ ପ୍ରଚେଷ୍ଟା ରେ ନିର୍ମିତ ରାଧା ମୋହନ ମନ୍ଦିରରେ ଶୁକ୍ରବାର…
ଫୁଟବଲ ଖେଳ ଚାଲିଥିବା ବେଳେ ଭୁଷୁଡିଲା ଷ୍ଟାଡିୟମ ଗ୍ୟାଲେରି, ୬୦ରୁ ଉର୍ଦ୍ଧ୍ୱ ଆହତ
ମାଲାପୁରମ୍ -: ଫୁଟବଲ ଖେଳ ଚାଲିଥିବା ସମୟରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରି ଭୁଷୁଡି ଯାଇଛି । ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଅଘଟଣରେ ପ୍ରାୟ ୬୦ ଦର୍ଶକ ଆହତ…
ୟୁକ୍ରେନ-ରୁଷିଆ ଯୁଦ୍ଧରେ ରାଷ୍ଟ୍ରପତିଙ୍କୁ ବୋକା ବନେଇ ଯୁଦ୍ଧ ବନ୍ଦ ପାଇଁ ନକଲି ଭିଡିଓର ବ୍ୟବହାର
ନୂଆଦିଲ୍ଲୀ : ଯୁଦ୍ଧ ସହିତ ଟେକ୍ନୋଲୋଜିର ବ୍ୟବହାର କରି ମଧ୍ୟ ଲୋକମାନଙ୍କୁ ଭ୍ରମିତ କରାଯାଉଛି । ଟ୍ୱିଟରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସେ ଯୁଦ୍ଧ ସମାପ୍ତ ହୋଇଥିବାର ଘୋଷଣା କରୁଛନ୍ତି ।…
କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୨୦ ରବିବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି
ମେଷ -: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ । ଖାଦ୍ୟ ଓ ପାନୀୟ ସୁଖ ମିଳିପାରେ । ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି । ବାସଗୃହ ପ୍ରଦୂଷଣମୁକ୍ତ ରହିବ । ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ । ବୃଷ -:…
ଗୋରେଖନାଥଙ୍କ ପୀଠରେ କୁଞ୍ଜଙ୍ଗ ସିଟି ସ୍କୁଲ ର 1981ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କୁଞ୍ଜଙ୍ଗ ସିଟି ସ୍କୁଲର 1981ମସିହା ବ୍ୟାଚର ସିଟି ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋରେଖନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛ । ଦୀର୍ଘ 42ବର୍ଷ ତଳେ ସାଙ୍ଗହୋଇ ପାଠ ପଢ଼ୁଥିବା ଓ…
ପୁଣି ଥରେ ଲଢେଇ ମଇଦାନରେ ଭାରତ-ପାକ୍, ଆସନ୍ତୁ ଜାଣିବା କେବେଠାରୁ କେଉଁଠି ହେବ ଏସିଆ କପ୍…
ପ୍ରମୁଖ ଚଚ୍ଚ୍ର୍ିତ ଦୁଇ ଦେଶ ପୁଣି କ୍ରକେଟ ମହାକୁମ୍ଭରେ ଲଢେଇ ମଇଦାନରେ ମୁହାଁମୁହିଁ ହେବେ । ତେବେ କେଉଁ କେଉଁ ଦେଶ ଏହି ଏସିଆ ମ୍ୟାଚରେ ଭାଗ ନେଉଛନ୍ତି ଆସନ୍ତୁ ଜାଣିବା ଚଳିତ ବର୍ଷ ଟି-୨୦ ଫର୍ମାଟରେ ଏସିଆ କପ୍ ଆୟୋଜିତ…
ଭାଇଚାରାର ପର୍ବ ହୋଲିରେ ନବନିର୍ବାଚିତ ସରପଞ୍ଚ
ବାଲିଆପାଳ(ପ୍ରଭାକର ମଲ୍ଲିକ) – ରଙ୍ଗର ପର୍ବ ହୋଲି, ଭାଇଚାରାର ପର୍ବ ହୋଲି।ଏହି ହୋଲିପର୍ବ ସାରା ଓଡ଼ିଶାରେ ଧୁମଧାମରେ ପାଳନ ହେଉଥିଲା ବେଳେ ଗତ ଦୁଇବର୍ଷ କରୋନାର କଟକଣା ରଙ୍ଗର ପର୍ବ ହୋଲିକୁ ଫିକା ପକାଇ ଥିବାବେଳେ ଚଳିତ ବର୍ଷ କିନ୍ତୁ କଟକଣା…