ସ୍ମୃତି ପବନ ମୁହାଁମୁହଁ , ସ୍ମୃତିଙ୍କ ୧୮ବର୍ଷର ଝିଅକୁ ନେଇ ମହାଭାରତ

ନୂଆଦିଲ୍ଲୀ -: ଗତକାଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପବନ ଖେଡା ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଗୋଆରେ ଥିବା ରେସ୍ତୋରାଁଟି ସ୍ମୃତି ଇରାନୀଙ୍କର ୧୮ବର୍ଷର ଝିଅଙ୍କ ନାମରେ ଚାଲିଛି। ଏହା…

ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ଗଭୀର ସମ୍ପର୍କ, ରୁଦ୍ରାକ୍ଷ ଗଛର ଜନ୍ମ ବୃତ୍ତାନ୍ତ

ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ମଧ୍ୟରେ ଗଭୀର ସମ୍ପର୍କ ଅଛି। ଭଗବାନ ଶିବଙ୍କ ବିଷୟରେ ଅନେକ ପୌରାଣିକ କାହାଣୀ ଅଛି। ଆପଣ ଭଗବାନ ଶିବଙ୍କୁ ରୁଦ୍ରାକ୍ଷର ମାଳା ପିନ୍ଧିଥିବାର ନିଶ୍ଚୟ ଦେଖିଥିବେ। ଭଗବାନ ଶିବଙ୍କ ସହ ଏହା ଜଡିତ ଥିବାରୁ ଏହାକୁ…

ଜୁଲାଇ ୨୪ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୨୪ ତାରିଖ, ରବିବାର, କର୍କଟ ୮ ଦିନ, ଶ୍ରାବଣ କୃଷ୍ଣ ଏକାଦଶୀ ଦି. ଘ.୧.୪୪ମି, ରୋହିଣୀ ନକ୍ଷତ୍ର ରା.ଘ.୧୦.୩୫ମି., ବୃଷ ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ସର୍ବସମ୍ମତ କାମଦା ଏକାଦଶୀ । ମେଷ- ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ…

ଥାନାରେ ସଂଗୀତ ସମ୍ରାଟ ମନ୍ମଥ ମିଶ୍ର, ଝିଅ ପ୍ରକୃତିକୁ ରାସ୍ତାରେ ପିଟିବା ଘଟଣାରେ ଅଭିଯୋଗ କଲେ …

ଭୁବନେଶ୍ବର -: ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ତଥା ସଙ୍ଗୀତକାର ମନ୍ମଥ ମିଶ୍ର  ଥାନାରେ ଖାରବେଳ ନଗର ଥାନାରେ ଏତଲା…

ବଜ୍ରାଘାତରେ ଯୁବକ ମୃତ

ବରଗଡ଼( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନର ପଳସାପାଳି ପଞ୍ଚାୟତର ଘନାମାଳ ଗାଁ ରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କ୍ଷେତରେ ଚାଷ କାମ କରୁଥିବା ସମୟରେ ଗୋଟିଏ ପରିବାରର ତିନି…

ମମତାଙ୍କୁ ଇଡିି ଝଟକା, ଗିରଫ ଭୟରେ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ …

କୋଲ୍‌କାତା -: ‘ଏସ୍‌ଏସ୍‌ସି ସ୍କାମ୍‌’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ଆଜି କୋଲ୍‌କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଶୁକ୍ରବାର ଦିନ ନଗଦ…

ଜୁଲାଇ ୨୩ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୨୩ ତାରିଖ, ଶନିବାର, କର୍କଟ ୭ ଦିନ, ଶ୍ରାବଣ କୃଷ୍ଣ ଦଶମୀ ଦି.ଘ.୧୧.୨୫ମି, କୃତ୍ତିକା ନକ୍ଷତ୍ର ରା.ଘ.୭.୪୪ମି., ବୃଷ ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ଶନି ଦଶମୀ ମେଷ- ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଅଯଥାରେ ଧନବ୍ୟୟ…

ରାଷ୍ଟ୍ରପତିଙ୍କୁ ମିଳେ ସର୍ବାଧିକ ଦରମା ହେଲେ ଲାଗେନି ଟ୍ୟାକ୍ସ, କଣ କଣ ସୁବିଧା ମିଳେ ଆସନ୍ତୁ ଜାଣିବା

ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ମାତ୍‌ ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେବ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି…

କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ, ବିଡିଓ ନିର୍ଦ୍ଦୋଶରେ ଖଲାସ

ଜୟପୁର -: ରାସ୍ତା ଉନ୍ନୟନ କାମରେ ମିଳିଥିବା ଚେକ୍ କୁ ଟ୍ୟାମ୍ପରିଂ କରି ସରକାରୀ ଅର୍ଥ ଚଳୁ କରିଥିବା ମାମଲାର ଶୁଣାଣି କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା।…

ଭୟଙ୍କର ଦୁର୍ଘଟଣା, ବସ ଚକାତଳେ ମୁଣ୍ଡ ତଥାପି ଠିଆ ହେଲେ ଯୁବକ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବା ନିହାତି ଆବଶ୍ୟକ। କିନ୍ତୁ ଆମ ଭିତରୁ ଅନେକ ହେଲମେଟ୍‌ ପିନ୍ଧିବା ଠାରୁ ଦୂରେଇ ରହିଥାନ୍ତି। କାରଣ ସେମାନେ ଭାବନ୍ତି ଯେ, ସେମାନେ ଭଲ ଭାବରେ ଗାଡ଼ି ଚଳାଇପାରନ୍ତି । ସହଜରେ ଦୁର୍ଘଟଣା…

error: Content is protected !!