ଉଲଗ୍ନ ହେଲେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା, କହିଲେ ‘ଫିଲ୍ମ ନେଇଗଲା ସବୁକିଛି’

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ନିଜର ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଜୟ ସାଉଥ ଇଣ୍ଡଷ୍ଟ୍ରୀରେ ଧମାଲ କରିବା ପରେ ଏବେ ବଲିଉଡ ଫିଲ୍ମ ଲାଇଗର ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରିବାକୁ ଯୋଜନା କରିଛନ୍ତି। ଫିଲ୍ମର ନୂଆ ପୋଷ୍ଟର…

ପ୍ରଚୁର ବର୍ଷା, ଖାଦ୍ୟ ଓ ମାଛ ପାଇଁ କୁମ୍ଭୀରକୁ ବାହା ହେଲେ ଏହି ବ୍ୟକ୍ତି

ସାନ୍‌ ପେଡ୍ରୋ ହୁଆମେଲୁଲା: ପାରମ୍ପରିକ ଗୀତବାଦ୍ୟ ଓ ନୃତ୍ୟ ପରିବେଶଣ କରାଯାଇ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମେକ୍ସିକୋର ଛୋଟ ନଗରୀ ସାନ୍‌ ପେଡ୍ରୋ ହୁଆମେଲୁଲାର ମେୟର୍‌ ଗୋଟାଏ କୁମ୍ଭୀର କନ୍ୟାକୁ ବାହା ହୋଇଥିବା ‘ରଏଟର୍ସ’ ରିପୋର୍ଟ କରିଛି। ଗୁରୁବାର ଦିନ ଆୟୋଜିତ…

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ପୁରସ୍କାର ଲାଭ କରିଛି। ଗତ ମେ…

ଜୁଲାଇ ୩ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୩ ତାରିଖ, ରବିବାର, ମିଥୁନ ୧୯ ଦିନ, ଆଷାଢ଼ ଶୁକ୍ଳ ଚତୁର୍ଥୀ ସଂ. ଘ.୫.୦୫ମି, ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଦି.ଘ.୭.୧୦ମି. ।ପର୍ବପର୍ବାଣି- ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘରେ ତୃତୀୟ ଦିବସ । ମେଷ- ଆଜି ଆପଣଙ୍କ ରାଶିରେ…

ବନ୍ୟା ତାଣ୍ଡବ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ

ଗୌହାଟୀ: ଆସାମରେ ଗମ୍ଭୀର ହେବ‌ାରେ ଲାଗିଛି ବନ୍ୟା ପରିସ୍ଥିତି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ…

ହାଇଦ୍ରାବାଦରେ ‘ବିଜେପି’ ଓ ‘ଟିଆରଏସ୍‌’ର ଶକ୍ତି ପ୍ରଦର୍ଶନ ଆଜି

ହାଇଦ୍ରାବାଦ -: ହାଇଦ୍ରାବାଦରେ ‘ବିଜେପି’ର ବିଶାଳ ଉପସ୍ଥିତିର ମୁକାବିଲା କରିବା ଲାଗି ‘ଟିଏସ୍‌ଆର୍‌’ ମଧ୍ୟ ବ୍ୟାପକ ଶକ୍ତି ପ୍ରଦର୍ଶନ ରାଲି ଆୟୋଜନ କରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ‘ବିଜେପି’ ଦୁଇଟି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଥିବା ବେଳେ…

ଜୁଲାଇ ୨ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆ ଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦ ଆଜି ଜୁଲାଇ ୨ତାରିଖ, ଶନିବାର, ମିଥୁନ ୧୮ ଦିନ, ଆଷାଢ଼ ଶୁକ୍ଳ ତୃତୀୟା ଦି. ଘ.୩.୧୫ମି, ଅଶ୍ଳେଷା…

ରଥଯାତ୍ରା ସ୍ପେଶାଲ୍‌, ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ’ପୁରୀ ଖଜା’ …

ଖଜା ପାଇଁ ଆବଶ୍ୟକ ସାମଗ୍ରୀ -:ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ ପ୍ରସ୍ତୁତି ପ୍ରଣାଳୀ -: –ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ…

ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କେଉଁ କେଉଁ ରୋଗରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା ..

ଯୋଗାସନ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ହଜାର ହଜାର ବର୍ଷ ତଳୁ କରାଯାଉଥିବା ଏକ ପ୍ରାଚୀନ ଅଭ୍ୟାସ। ଜୀବନ ପ୍ରଦାନକାରୀ ଶକ୍ତି ଦେଉଥିବା ସୂର୍ଯ୍ୟଙ୍କୁ କୃତଜ୍ଞତା ଦେବା ପାଇଁ ଅଭ୍ୟାସ କରାଯାଉଥିବା ସୂର୍ଯ୍ୟ ନମସ୍କାର ସୂର୍ଯ୍ୟଙ୍କୁ ଏକ ଅଭିବାଦନ। ସୂର୍ଯ୍ୟ…

ରାଗ ପରମ ଚାଣ୍ଡାଳ, ନିଜ ରାଗକୁ ଶାନ୍ତ କରିବା ପାଇଁ ଆପଣାନ୍ତୁ ଏହି ଉପାୟ …

ସବୁ ବାପାମା ନିଜ ପିଲା ଉପରେ ରାଗିବାକୁ ଚାହାଁନ୍ତି ନାହିଁ। କିନ୍ତୁ ବେଳେ ବେଳେ ପିଲା ଉପରେ ରାଗ ଆସିଯାଏ। ବେଳେ ବେଳେ ପିଲାର ଭୁଲ ଯୋଗୁଁ ହେଉ ଅବା ଆମ ଟେନସନ ଯୋଗୁଁ ଏପରି ରାଗ ଆସିଯାଏ। ଏହି କଥା…

error: Content is protected !!