ଆପଣ 4G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ଏବେ ମାତ୍ର ୫୪୯ ଟଙ୍କାରେ ଆପଣ କିଣି ପାରିବେ ନୋକିଆ 4G ସ୍ମାର୍ଟଫୋନ୍। ଆଜି ଆମେ ଆପଣଙ୍କୁ ଏପରି ଏକ ଡିଲ୍ ବିଷୟରେ…
Year: 2022
ସୁରଙ୍କ ଚାଞ୍ଚଲ୍ୟକର ବୟାନ , ରାଜ୍ୟ ରାଜନୀତିରେ ହଟଚମଟ
ଭୁବନେଶ୍ୱର -: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ସରଗରମ ଜାତୀୟ ରାଜନୀତି । ଆଉ ଏସବୁ ଭିତରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ମୁଁ ସୋନିଆ ଗାନ୍ଧୀଙ୍କୁ…
ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା, ପୁରୁଷବନ୍ଧୁଙ୍କ ସହ ପଶ୍ଚିମବଙ୍ଗରୁ ଠାବ
ଭୁବନେଶ୍ୱର -: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁଙ୍କ ସହ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରୁ ଠାବ କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ଦିନ ସୁଇଟ୍ ଜନଶତାବ୍ଦୀ…
କୃଷକ ମାନଙ୍କ ପାଇଁ ଏ ସରକାର ବୈମାତୃକ କାହିଁକି ? ଚାଷୀ ପାଇପାରୁନି ଧାନ ବିହନ କି ସୂଚନା …
ମାର୍ଶାଘାଇ -: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା…
ଆରୋଗ୍ୟ ଲାଭ କଲେ ମହାପ୍ରଭୁ, ଆଜି ଦ୍ୱାଦଶୀ ତିଥି ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି
ପୁରୀ -: ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି…
ବିତ୍ତୀୟ ସ୍ଥିତି ବିଗିଡ଼ିବା ଆଶଙ୍କା, ସତର୍କ କରାଇଲା ଅର୍ଥ ମନ୍ତ୍ରାଳୟ
ନୂଆଦିଲ୍ଲୀ -: ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ…
ଜୁନ୍ ୨୫ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ -: କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଆରୋଗ୍ୟଲାଭ କରିବା ସହ ରାଜନୀତିରେ ନୈତିକ ସମର୍ଥନ…
ଅଗ୍ନିବୀର ପାଇଁ ଆଜିଠାରୁ ଆବେଦନ ପକ୍ରିୟା ଆରମ୍ଭ, କେମିତି କରିବେ ପଞ୍ଜିକରଣ ଆସନ୍ତୁ ଜାଣିବା
ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୁମ୍ବିତୋଫାନ ଜାରି ରହିଛି । ଆଉ ଏହାରି ଭିତରେ ଆଜି ବାୟୁସେନାରେ ଅଗ୍ନିବୀରବାୟୁ ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ,…
ଓଲିଉଡ୍ ଜଗତରେ ଶୋକର ଛାୟା, ଆତ୍ମହତ୍ୟା କଲେ ରାଇମୋହନ !
ଓଲିଉଡ୍ ଜଗତରେ ଶୋକର ଛାୟା, ଓଡ଼ିଶାର ଘରେ ଘରେ ପରିଚିତ ସିନେ ଅଭିନେତା ରାଇମୋହନ ପରିଡ଼ା କଲେ ଆତ୍ମହତ୍ୟା ! ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଅତି ପରିଚିତ ନାଁ ରାଇମୋହନ ପରିଡା । ସେ ଯେତେବେଳ ଯାହା କରନ୍ତି ତାହା…
ସାଥିରେ ବନ୍ଧୁକ ନେଇ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ, କୈାଣସି ବାଧା ନାହିଁ : ସୁପ୍ରିମ୍ କୋର୍ଟ
ୱାସିଂଟନ୍ -: ସାଥିରେ ‘ହ୍ୟାଣ୍ଡ୍ଗନ୍’ଟିଏ (ପିସ୍ତଲ୍) ନେଇ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ଆମେରିକୀୟମାନଙ୍କର ମୌଳିକ ଅଧିକାର ଅଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ସମଗ୍ର ଆମେରିକାରେ ବନ୍ଧୁକଜନିତ ହିଂସାକାଣ୍ଡ ବୃଦ୍ଧି ପାଉଥିବା ବେଳେ…
