ଚାଣକ୍ୟ ଏପରି କିଛି କଥା କହିଛନ୍ତି ଯାହାକୁ ଜୀବନରେ ପ୍ରୟୋଗ କଲେ ମନୁଷ୍ୟ କେବେ ବି ଅସୁବିଧାରେ ପଡ଼ିବ ନାହିଁ । ଅର୍ଥ ବ୍ୟକ୍ତିର ଆବଶ୍ୟକତା ପାଇଁ ବଡ଼ ହୋଇପାରେ । ହେଲେ ଏମିତି ୩ ଟି ଜିନିଷ ବିଷୟରେ ଚାଣକ୍ୟ…
Year: 2022
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଦୀର୍ଘ ମାସ ଧରି ବନ୍ଦ ରହିବା ବୋଲି ସୂଚନା ଦେଲେ ACF ପ୍ରଦୀପ କୁମାର ଦେ
କରଞ୍ଜିଆ -: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ସମସ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଉଛି ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ବର୍ଷା ଋତୁର ଆଗମନ ହେତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଛନ୍ତି ଶିମିଳିପାଳ…
ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୦ରୁ ଅଧିକ ସଙ୍ଗଠନର ପ୍ରତିବାଦ
ବାଲେଶ୍ବର -: ବାଲେଶ୍ବରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଉଛି। ଆଜି ସହରର ବିଭିନ୍ନ ଛକରେ ରାସ୍ତାବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଦୋକାନବଜାର…
ଜୁନ୍ ୧୩ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।…
ରାଜଧାନୀରେ ଲଜ୍ଜା , ନାବାଳିକାକୁ ଡିଜିଟାଲ ଦୁଷ୍କର୍ମ
ରାଜଧାନୀ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଦିଲ୍ଲୀର ଗ୍ରେଟର ନୋଏଡାରେ ଜଣେ ୩ ବର୍ଷର ଝିଅ ସହିତ ଡିଜିଟାଲ ରେପ୍ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ମାମଲା ଦାଏର କରିଛି। ପୀଡିତା ପିଲା ନିଜ ବାପାଙ୍କ…
ବସି ଖାଇଦେଲେ … ମୋ କବିତା
ବିଦ୍ୟାଧର ମଲ୍ଲିକ ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକନ ଜାଣନ୍ତି ଛନ୍ଦ, ମନ୍ଦସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳଜିନ୍ଦଲ ଦେଖାଏ ଚାନ୍ଦ।ଦେଇ ଚୋରାଳିଶ ଭରିଦେଲା ବିଷକରିଲାଣି କରାୟତଜମି,ଭୂମି,ପାନ- ଵରଜ ନେଲାଣିନୁହନ୍ତି ବ୍ୟସ୍ତ ବିବ୍ରତ।ବସିଖାଇଦେଲେ ଟଙ୍କା ସରିଯିବଅନାହାରେ ଯିବେ ମରିଚାକିରୀ କିଏସେ କାହାକୁ ଦେଉଛିବଢ଼ି…
ଏଥର ରଜ ହେବ ପୂରା ରଙ୍ଗୀନ, ୨ବର୍ଷର କଟକଣାର ଅବସାନ ପରେ ପ୍ରକୃତୀ ରାଣୀ ରଜ ପାଗ ଆରମ୍ଭ କରିଦେଇଛି
ପୁଣି ଥରେ ପୋଡ଼ ପିଠା ମହକରେ ମହମହ ବାସିବ ସହର। ପାନର ଲାଲ୍ପଣ ଜିଭ ଓ ଓଠରେ ଝଲସିବ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ନହେଲା ନାହିଁ, ଟେପ୍ ରେକର୍ଡରୁ ଭାସି ଆସିବ ପାରମ୍ପରିକ ‘ବନସ୍ତେ ଡାକିଲା ଗଜ.. ବରଷକେ…
ଅନଲାଇନରେ ମୋବାଇଲ କିଣୁଥିଲେ ସାବଧାନ, ଶସ୍ତାରୁ ହୀନସ୍ତା ହେଲେ ଏହି ଯୁବତୀ
ଭୁବନେଶ୍ବର -: ଅନ୍ଲାଇନ୍ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା । ସାଇବର ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍ସାଇଟ୍ରେ ଏକ ବିଜ୍ଞାପନ…
ସର୍ବସ୍ବ ହରାଇ ନିସ୍ଵ ସାଜିଛି ଖୁଲଣା, କାଜୁ ଜଙ୍ଗଲରେ ବିତୁଛି ଜୀବନ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ବାଲିଝରୀ ଗ୍ରାମର 63ବର୍ଷୀୟା ବୃଦ୍ଧା ଖୁଲଣା ବାରିକ l ତିରିଶି ବର୍ଷରୁ ଉର୍ଦ୍ଧ ହେବ ଖୁଲଣା ଏବଂ ତାର ସ୍ୱାମୀ ଶିବ ବାରିକ ବାଲିଝରୀର ନିଘଞ୍ଚ…
