ରାଉରକେଲା -: ମୋବାଇଲ କଳିରୁ ଚାଲିଗଲା ଛାତ୍ରୀଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ଡି ସେକ୍ଟର କ୍ବାଟର୍ସ ସଂଖ୍ୟା ୧୯୮ରେ। ମୃତ ଛାତ୍ର ଜଣକ ହେଲେ ଜୟା ମହାତୋ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ…
Year: 2022
ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, PC କାରବାର ନେଇ ଉଠିଲା ଅଭିଯୋଗ
ଖୋର୍ଦ୍ଧା -: ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ।…
ମାଲକାନଗିରିରୁ ଜବତ ହେଲା ୯୪୦ କିଲୋ ଗଂଜେଇ, ୩ ଗିରଫ : ତେଲେଙ୍ଗାନା ଚାଲାଣ ବେଳେ ମାଡିବସିଲା ପୋଲିସ
ମାଲକାନଗିରି -: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ…
ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ ? ବିଜେପି ନା’ କଂଗ୍ରେସ
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି।…
କିଡନି ରୋଗର ଅସହ୍ୟ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ସ୍ବାମୀ ସ୍ତ୍ରୀ
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ…
ବଢିଲା ସୁନା ଦାମ୍ : ଜାଣନ୍ତୁ ଆଜି କେତେ ରହିଛି ଆଜିର ସୁନା ଓ ରୁପା ଦର
ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୯୫୦ ଟଙ୍କା…
ଫେସ୍ବୁକ୍ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ବଡ ବିପଦ, ସତର୍କ ରୁହନ୍ତୁ ନହେଲେ ଆପଣ ବି ଶିକାର ହେବେ ଏଭଳି ହ୍ୟାକରଙ୍କ ଦ୍ୱାରା
ଜଗତସିଂହପୁର -: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାରକାରୀ ଯେତେ ସତର୍କ ହେଉଛନ୍ତି ସାଇବର ଅପରାଧୀମାନେ ସେତିକି ପ୍ରଭାବୀ ଢଙ୍ଗରେ ଅପରାଧ ଘଟାଇବା ଆରମ୍ଭ କଲେଣି। ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଗୋଟିଏ ପଟେ ପୁଲିସ ଭିଡିଓ ଏବଂ ମେସେଜ୍…
