ଫେସବୁକରୁ ଉଭାନ୍ ହୋଇଗଲା ଭାସ୍କର ନ୍ୟୁଜ୍ , ବ୍ୟାଡ୍ କଣ୍ଟେଣ୍ଟ ପକାଇବାର ଫଳ କି ?

ଭୁବନେଶ୍ୱର – ଆଜିର ସୋସିଆଲ ମିଡିଆ ଯୁଗରେ ବହୁତ ଚ୍ୟାନେଲ ଖୋଲୁଛି କିଛି ଚ୍ୟାନେଲ ନିଜର ଯାଦୁରେ ଦର୍ଶକଙ୍କ ମନ ଜିଣୁଥିବା ବେଳେ କିଛି ବ୍ୟାଡ୍ କଣ୍ଟେଣ୍ଟ ପକାଇ ଲୋକ ପ୍ରିୟ ହେଉଛନ୍ତି । ସୋସିଆଲ ମିଡିଆରେ ଏବେ ଲୋକପ୍ରିୟ ଚାନେଲ…

ଶ୍ରୀ ମନ୍ଦିରରେ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ -: ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ। ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା…

ହସ୍ତର ପ୍ରେମ ରେଖା ବିବାହିତ ଜୀବନର ଅସଲ ରହସ୍ୟ ଖୋଲିଥାଏ, କରନ୍ତୁ ଏପରି ଚିହ୍ନଟ …

ଜଣେ ବ୍ୟକ୍ତିଙ୍କ ଜୀବନର ବ୍ଲୁ ପ୍ରିଣ୍ଟ ହାତର ରେଖା ମାଧ୍ୟମରେ ପ୍ରସ୍ତୁତ ହୋଇପାରିବ । ଖଜୁରୀ ବିଜ୍ଞାନରେ ଏହା ବହୁଳ ଭାବରେ ଉଲ୍ଲେଖ କରାଯାଇଛି ଯେ ପାପୁଲିରେ ଥିବା ଭୂସମାନ୍ତର ସ୍ଲାଣ୍ଟ ଲାଇନଗୁଡ଼ିକ ବ୍ୟକ୍ତିର ବ୍ୟକ୍ତିତ୍ୱ ସହିତ ଜଡିତ ଅନେକ ରହସ୍ୟ…

ଦିଗହରା ବ୍ୟାସନଗରର ବିକାଶ , ବିଧାୟକ ଓ ସାଂସଦଙ୍କ ପାଣ୍ଠି ମଧ୍ୟ ବ୍ୟୟ କରିବାରେ ପୌରସଂସ୍ଥା ବିଫଳ !

ଯାଜପୁର -: ବ୍ୟାସନଗର ପୌରାଞ୍ଚଳର ବିକାଶ ଦିଗହରା। କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ ନକରି ପକାଇ ରଖାଯାଇଛି। ସହରବାସୀ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ। ସମ୍ବାଦର ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ସରକାରୀ ତଥ୍ୟର ଗୁମର କଥା। ବିଧାୟକ ଓ ସାଂସଦଙ୍କ ପାଣ୍ଠି…

ଢେଙ୍କାନାଳରୁ ଅଲଗା ହୋଇ ଅନୁଗୁଳ ଜିଲ୍ଲା ଏବେ ୩୦ ବର୍ଷ ପୁର୍ତ୍ତି , ଆସନ୍ତୁ ଜାଣିବା ଅନୁଗୁଳର ଅସ୍ମିତା …

ଅନୁଗୁଳ -: ଜିଲ୍ଲାକୁ ୩୦ ବର୍ଷ ପୂରିବାକୁ ଯାଉଛି। ଆଉ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୩୦ ବର୍ଷ ପୂର୍ତ୍ତିକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଅକ୍ଟୋବର…

ମୁସଲମାନ କର୍ତ୍ତା, ହିନ୍ଦୁ ପୁରୋହିତ : ଭାଇଚାରାର ବାର୍ତ୍ତାବହନ କରୁଛି ମାଣିକଗଡ଼ା ଦଶହରା

ବୋଲଗଡ଼ -: ଭିନ୍ନତାରେ ଏକତାର ପରିଚୟ ଦେଇଥାଏ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ମାଣିକଗୋଡ଼ାର ଦଶହରା। ଗ୍ରାମରେ ଶାରଦୀୟ ପର୍ବ ପାଳନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଢେର ବର୍ଷ ହେବ ଭାଇଚାରା ଓ ଏକତାର ବାର୍ତ୍ତା ବାଣ୍ଟି ଆସୁଛି। ଆଶ୍ୱିନ ଶୁକ୍ଳପକ୍ଷ…

ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ …

ଭୁବନେଶ୍ୱର -: ଧାମନଗରରେ ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ, ଅକ୍ଟୋବର ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ନଭେମ୍ବର ୬ରେ‌ ଭୋଟ୍‌…

ଆପଣଙ୍କ ଗୃହରେ ଥିବା ସାମଗ୍ରୀର ଉତ୍ତମ ବ୍ୟବହାର କରନ୍ତୁ, ଧନର ବୃଦ୍ଧି ସହ ଶାନ୍ତି ବଜାୟ ରହିବ

ଘରେ ଥିବା ପ୍ରତ୍ୟେକ ଜିନିଷର ଏକ ବିଶେଷ ମହତ୍ତ୍ୱ ସହ ଗୃହ ପାଇଁ ଯୋଗଦାନ ରହିଛି। ଏହି ସମସ୍ତ ଘରୋଇ ଜିନିଷ ଗୃହରେ ସମ୍ପନ୍ନତା ଓ ସମୃଦ୍ଧି ବୃଦ୍ଧି କରିଥାଏ। ମାତ୍ର ସେହି ସମସ୍ତ ଦ୍ରବ୍ୟର ଜୀବନ ଉପରେ କି ପ୍ରଭାବ…

ଇସ୍ପାତ ସହରରେ ବେଲଗାମ ଦେଶୀ, ନକଲି ବିଦେଶୀ ମଦ ବେପାର : ମୂକ ବଧିର ସାଜିଛି ପ୍ରଶାସନ

ରାଉରକେଲା -: ଇସ୍ପାତ ସହରରେ ଏବେ ଦେଶୀ, ବିଦେଶୀ ମଦ ବିକ୍ରି ସୀମା ଟପିଲାଣି। ବର୍ତ୍ତମାନ ଉଭୟ ଦେଶୀ ଓ ବିଦେଶୀ ମଦର ଚୋରାଚାଲାଣ, ଅନୈତିକ ବିକ୍ରି ଢ଼େର୍‌ ବଢ଼ିଛି। ଏମିତିକି ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ପାଇଁ ବିକ୍ରିଯୋଗ୍ୟ ବିଦେଶୀ ମଦ ସହରରେ…

୬୨ ବର୍ଷର ବ୍ରାହ୍ମଣୀ ସେତୁ ହରାଇବ ତାର ଅସ୍ଥିତ୍ୱ, ବିପଦର ସଂଙ୍କେତ ଦେଲାଣି ତଥାପି ଚେତୁନି ପ୍ରଶାସନ

ଯାଜପୁର -: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁର ଅବସ୍ଥା ଏବେ ସଂଗିନ ହୋଇପଡ଼ିଛି। ଏହି ସେତୁର ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ କାଳ ବିଳମ୍ବ ହେଉଥିବାରୁ ସେତୁ ପ୍ରତି…

error: Content is protected !!