ଅଲିରାଜପୁର -: ମଧ୍ୟପ୍ରଦେଶର ଅଲିରାଜପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଏକ ପିକ୍ଅପ୍ ଭ୍ୟାନ ୮ ବର୍ଷୀୟା ଜଣେ ନାବାଳିକାକୁ ମାଡ଼ି ଦେବା ପରେ ରାଗରେ ଆସି ସ୍ଥାନୀୟ ଲୋକେ ଡ୍ରାଇଭର୍କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ…
Year: 2022
୩ଜଣ ପୁଲିସଙ୍କୁ ଗୁଳି ମାରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ
ଭୋପାଳ -: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍-ଇନ୍ସ୍ପେକ୍ଟର୍ ରାଜକୁମାର ଯାଦବ, ହେଡ୍ କନେଷ୍ଟବଳ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନଟାକ୍
ଭୁବନେଶ୍ବର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦିଆଯାଇଛି। ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ…
ପଞ୍ଚତତ୍ୱ ପ୍ରାଇଭେଟ ଲିମିଟେଡ଼ ମାଲିକଙ୍କୁ ଜେଲଦଣ୍ଡ ରାୟ ପ୍ରକାଶ
କଳାହାଣ୍ଡି (ଜଗୁଲାଲ ମାଝୀ) -: ବେକାରୀ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଆଳରେ ବିଭିନ୍ନ କମ୍ପାନୀ ଖୋଲି ଲକ୍ଷାଧୂକ ଟଙ୍କା ଲୁଟି ନେଉଥିବା ଭକି ଘଟଣା ଅନେକ ସମୟରେସାମ୍ନାକୁ ଆସିଥାଏ।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ଜୁନାଗଡ଼…
କାଦୁଅରେ ଫସି ଗଜରାଜ ଗୁରୁତର, ଉଦ୍ଧାର କଲା ବନ ବିଭାଗ
କଳାହାଣ୍ଡି (ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଏକ ଦେଢ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା…
୩୦ ବର୍ଷରେ ୬୦ ଛାତ୍ରୀଙ୍କୁ ଯୈାନ ଶୋଷଣ କରିଥିବା ଶିକ୍ଷକ ଗିରଫ
ମାଲାପ୍ପୁରମ୍ -: ୩୦ ବର୍ଷରେ ୬୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା କେରଳର ମାଲପ୍ପୁରମ୍ ଜିଲ୍ଲାର ଜଣେ ପୂର୍ବତନ ସ୍କୁଲ୍ ଶିକ୍ଷକଙ୍କୁ ଗିରଫ କରାଯିବା ସହ ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି।ମାଲାପ୍ପୁରମ୍ସ୍ଥିତ ‘ସେଣ୍ଟ୍ ଜେମାସ୍ ଗାର୍ଲସ୍ ହାଇୟର୍ ସେକେଣ୍ଡାରି…
କଳାହାଣ୍ଡିରେ ମାଓବାଦୀ ଆତଙ୍କ, ଚାନ୍ଦା ପାଇଁ ଧମକାଉଛନ୍ତି ଠିକାଦାରଙ୍କୁ
କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳର ଜଣେ ଠିକାଦାରଙ୍କ ଠାରୁ ମାଓବାଦୀ ନାଁରେ ଚାନ୍ଦା ଅସୁଲି କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋଲାମୁଣ୍ଡା ଥାନା ପିତାଗୁଡ଼ା ଗ୍ରାମର ସୁବାସ ମାଝୀ (୩୪) ବୋଲି…
ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର …
ଭୁବନେଶ୍ବର -: ଦୁଇ ବର୍ଷ ପରେ ସ୍କୁଲ ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି। ତା’ପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ…
ଆସିକାର ପୂର୍ବତନ ବିଧାୟକ ନିଖୋଜ, ଥାନାରେ ମାମଲା ରୁଜୁ
ଭୁବନେଶ୍ବର/ଆସିକା -: ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଏତଲାରେ…
