କଳାହାଣ୍ଡି(ଜଗୁଲାଲ ମାଝୀ) – ଆଜି ମଦନପୁର ରାମପୁର ଚାରିଛକରେ ଅଟକିଥିବା ଗୋଟିଏ ଟ୍ରକ ଡ୍ରାଇଭର ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛି ସୂଚନା ଅନୁଯାୟୀ ଟ୍ରକ ( OD-07P 9147) ସେ ଟ୍ରକରେ କୋଇଲା ନେଇ ତାଳଚେରରୁ ରାୟଗଡା ଯାଉଥିଲା ।…
Year: 2022
ମହଙ୍ଗାମାଡରେ କଲବଲ ଜନତା, କେବେ ଭାଙ୍ଗିବ ସରକାରଙ୍କ ନିଦ …
ଭୁବନେଶ୍ବର -: ପେଟ୍ରୋଲ, ଗ୍ୟାସ୍ ଦାମ୍ ବଢ଼ୁଛି ବୋଲି ହୋହଲ୍ଲା ହେଉଛି। ହେଲେ ଗତ ତିନିରୁ ୪ଦିନ ମଧ୍ୟରେ ଆଳୁ, କଖାରୁରୁ ଆରମ୍ଭ କରି ସାବୁନ୍, ପେଷ୍ଟ, ସର୍ଫ, ବିସ୍କୁଟ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଯାଇଛି। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ…
ରାଜଧାନୀ ରାଜପଥରେ ମଦୁଆ ହାଟ, ଅବକାରୀ ବିଭାଗ ଚୁପ୍ କାହିଁକି ?
ଭୁବନେଶ୍ବର -: ପନିପରିବା, ଫଳମୂଳ, ମାଛ, ମାଂସ ହାଟ ପରି ଏବେ ରାଜଧାନୀରେ ମଦୁଆଙ୍କ ହାଟ ବି ବସୁଛି। ଅନ୍ୟ ସବୁ ହାଟ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ବସିଥାଏ। କିନ୍ତୁ ମଦୁଆଙ୍କ ହାଟର କିଛି ସମୟସୀମା ନାହିଁ। ସକାଳୁ ରାତି,…
ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଭୟ କରିବାର କିଛି ନାହିଁ !
ଭୁବନେଶ୍ବର -: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ପାଣିପାଗ ବିଭାଗ…
୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ, କେଉଁଠି ସ୍ଥଳଭାଗ ଛୁଇଁବ ଏବେ ବି ଅସ୍ପଷ୍ଟ : ଆସନ୍ତାକାଲି ବାତ୍ୟା
ଭୁବନେଶ୍ବର -: ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳୁ ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର…
ବିଦ୍ୟାଳୟରେ ପିଲା ମାନଙ୍କୁ ଦେଲେ ପୋକରା ଚାଉଳର ବିଷାକ୍ତ ଖାଦ୍ୟ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବିଦ୍ୟାଳୟ ରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ।ଏଭଳି ଅଭାବନୀୟ ଓ ଆଶ୍ଚଯ୍ୟର୍ ର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ…
ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ
ବଲାଙ୍ଗୀର/ପାଟଣାଗଡ଼ – ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୁତମୁଣ୍ଡା ମୁହୁରୀ କଲାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀହିରାଧର କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ ଶ୍ରୀଯୁକ୍ତ…
ଅଢ଼େଇହଜାର କୋଟି ଟଙ୍କା ଦିଅ, ମୁଖ୍ୟମନ୍ତ୍ରୀ ହୋଇଯିବ …
ବାଙ୍ଗାଲୋର -: କର୍ଣ୍ଣାଟକର ବିଜେପି ବିଧାୟକ ବାସନଗୁଡା ୟତନାଲ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି | ସେ ଦାବି କରିଛନ୍ତି ଯେ ଯଦି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ତେବେ ୨୫୦୦ କୋଟି ଟଙ୍କା ଦେବାକୁ ପଡିବ। ୟତନାଲଙ୍କ…
