ଖଣ୍ଡପଡା -: ନୟାଗଡ଼ ଜିଲ୍ଲା ଖର୍ଡପଡ଼ା ବ୍ଲକ ବନମାଳିପୁର ପଞ୍ଚାୟତ ଅଧୀନ ସୋମନାଥ ମନ୍ଦିର ପ୍ରାଙ୍ଗଣରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଆଜି ଅପରାହ୍ନରେ ନିର୍ବାଚନମଣ୍ଡଳୀସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅବସରରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସ୍ଥାନୀୟ…
Year: 2022
ବାଲେଶ୍ୱରରେ କରୋନା ଟିକା ଚୋରୀ ! ପ୍ରଘଟ ଭୟରେ ସାମ୍ବାଦିକଙ୍କୁ ଆକ୍ରମଣ …
ବାଲେଶ୍ୱର/ବାଲିଆପାଳ – ଆଜି ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ର ଲଙ୍ଗଳେଶ୍ୱରରେ କୋରନା ଟୀକା ଦିଆ ଯାଉଥିବା ବେଳେ । ଲୋକଙ୍କ ବହୁ ମାତ୍ରାରେ ଭିଡ ଦେଖିବାକୁ ମିଳିଥିଲା । ଅନ ଲାଇନ ୧୦୦ ଓ ଅଫ ଲାଇନ ୨୦୦ଟି ଟୀକା ଆସି ଥିବା…
ଆଠଗଡରେ ଚାଲିଛି ଜଙ୍ଗଲଦସ୍ୟୁ ବିରାପାନଙ୍କ ଗଡ୍ ଫାଦରଙ୍କ ଶାସନ …
ଆଠଗଡ – ଆଠଗଡରେ ଚାଲିଛି ଜଙ୍ଗଲଦସ୍ୟୁ ବିରାପାନଙ୍କ ଗଡ୍ ଫାଦରଙ୍କ ଶାସନ ! ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ , ଏଠି ବିରାପାନ ପାଇଁ ଗୋଟିଏ ନିୟମ ! କାରଣ ଏହି ବିରାପାନ ପଛରେ ଖୋଦ୍ ତାଙ୍କର ଗଡ୍ ଫାଦର…
ୟୁକ୍ରେନରେ ପୁଣି ଭୟଙ୍କର ହେଲା ରୁଷ୍ ଆକ୍ରମଣ, ୧୦ଟି ବିମାନରୁ ବୋମା ନିକ୍ଷେପ ସହ ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼
କିବ -: ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନ ଉପରେ ରୁଷ୍ ଗତକାଲିଠାରୁ ପୁଣି ଆକ୍ରମଣ ତୀବ୍ର କରିଛି। ଶନିବାର ରାତିରେ ଦକ୍ଷିଣ ୟୁକ୍ରେନରେ ରୁଷ୍ ଗୁଳିଗୋଳା…
କୁମାର ପୂର୍ଣ୍ଣିମା (୯ ଅକ୍ଟୋବର) ଯାଏ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନଙ୍କ ପୂର୍ବାନୁମାନ …
ଭୁବନେଶ୍ବର -: ଗତ ଦୁଇ ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ଜାରି ରହିଛି। କୁମାର ପୂର୍ଣ୍ଣିମା (୯ ଅକ୍ଟୋବର) ଯାଏ ରାଜ୍ୟରେ ଏହିଭଳି ପାଗ ଲାଗି ରହିବା ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନେ…
କମିଲା ସୁନା ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦାମ୍
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୨୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୪୩୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ…
ହୋସ୍ ଉଡାଇଲାଣୀ ନକଲି ଔଷଧ, ବଜାରରେ ଆଉ ୪୫ ପ୍ରକାରର ଦାମୀ ବ୍ରାଣ୍ଡ୍ର ନକଲି ଔଷଧ …
କଟକ -: ନକଲି ଔଷଧ କାରବାରକୁ ନେଇ ଏବେ ହୋସ୍ ଉଡ଼ିଗଲା ଭଳି ସ୍ଥିତି। ଏସିଡିଟି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସିରପ୍, ଉଚ୍ଚ ରକ୍ତଚାପ, ଝାଡ଼ା ଭଳି ବିଭିନ୍ନ ରୋଗ ପାଇଁ ଯେଉଁ ଔଷଧ ଗୁଡ଼ିକର ବିଶେଷ ଚାହିଦା ରହିଛି,…
ଏଥର ଧୁମଧାମରେ ପାଳିତ ହେବ ବଡଓଷା, ନଭେମ୍ବର ୬ରେ ବଡ଼ଓଷା, ୭ରେ ଗଜଭୋଗ ବିତରଣ …
ଆଠଗଡ଼ -: ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀ ଧବଳେଶ୍ବର ମହାପ୍ରଭୁଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧବଳେଶ୍ବର ମନ୍ଦିର ପରିସରରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ…
ମୃତ ସ୍ୱାମୀଙ୍କ ଶବ ସହ ୧୮ମାସ ବିତାଇଲେ ସ୍ତ୍ରୀ, ବିମଳେଶ ଥିଲେ ଆୟକର ବିଭାଗର କର୍ମଚାରୀ
କାନପୁର -: ‘କୋମା’କୁ ଚାଲିଯାଇଛନ୍ତି ଭାବି ଗତବର୍ଷ ମରିଯାଇଥିବା ଜଣେ ଆୟକର ବିଭାଗ କର୍ମଚାରୀଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧୮ ମାସ ହେବ ଘରେ ରଖିଥିଲେ ବୋଲି ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗଙ୍ଗାଜଳ ତାଙ୍କୁ ‘କୋମା’ରୁ ଉଠାଇବ…
ସନ୍ଦେହ ଘେରରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା …
ଗୋପ -: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁ ଆଜି ସକାଳେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ସେ ବିଜେଡିର ନେତା ଥିଲେ। ତାଙ୍କର…
