ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ…

ବାପାଙ୍କ ମୃତ୍ୟୁ ପରେ ଝିଅ କାନ୍ଧରେ ଦୁଇ ମା’ଙ୍କ ବୋଝ

ଧର୍ମଗଡ(ଗଣେଶରାମ ବାଗ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମଣ୍ଡଳ ପଞ୍ଚାୟତ ଭାଟିଗାଁର ଗିରିଧାରୀ ପରାଭୋଇଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ଗିରିଧାରୀଙ୍କ ପରିବାର କହିଲେ ୨ଟି ସ୍ତ୍ରୀ ରେବତୀ ଓ ସାବିତ୍ରୀ ଏବଂ ଏକମାତ୍ର ଝିଅ ଚଞ୍ଚଳା…

ବୋଲେରୋ ଗାଡିକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର

କୋକସରା (ରଞ୍ଜନ କୁମାର ସାହୁ) -: ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡିକୁ ଏକ…

ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ : ୧୦ ମୃତ୍ୟୁ

ତ୍ରିପୁରା/ଅଗରତାଲା -: ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି…

୧୮ରେ ନେଲେ, ଆଜି ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ : ସବୁ ମହଲରେ ନିନ୍ଦା

ପୁରୀ – : ଭକ୍ତଙ୍କ ଭକ୍ତି ଓ ଭାବାବେଗ ସହ ସାଙ୍ଘାତିକ ଖେଳ ଖେଳାଯାଇଛି। ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀଠାରୁ ବହୁ ଦୂର ଗୋପ ତହସିଲଠାରୁ ୫ ଶହ ମିଟର ଦୂର ବାୟାକୁଦା ପୋଲ ନିକଟ କେନାଲରେ…

error: Content is protected !!