ବାପ ପରେ ପୁଅର ଶାସନ, କାର୍ଯ୍ୟ ଘର ଶୁନ !!!

Creat A Revolution
           


ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -:

ଯାତ୍ରିଙ୍କ ଅସନ୍ତୋଷକୁ ନେଇ ବଡ ବିବାଦ ଯାତ୍ରୀଙ୍କ ଅସୁବିଧା ବୁଝିବ କିଏ, ଯାତ୍ରୀମାନେ ବାଙ୍କୀରେ କେବେ ପାଇବେ ସୁବିଧା, ପଚିଶ ବର୍ଷ ଶାସନ ପରେ ବି କାର୍ଯ୍ୟଘର ସୁନ


କେତେଦିନ ଆଉ ଚାଲିବ ଏମିତି ଶାସନ ଫଳକ ଲଗାଯାଇଛି ହେଲେ ସେବା ଯୋଗାଇଦିଆଯାଇନି ଉଦଘାଟନ ହୋଇଛି ହେଲେ ସେବାକିନ୍ତୁ ବନ୍ଦ ବାଙ୍କୀ ଘଇଉ ନୁରସିହଁ ବଜାର ଠାରେ ରେ ଏକ ଯାତ୍ରୀ ବିଶ୍ରାମ ଗାର ଗତବର୍ଷ ବାଙ୍କୀ ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ଦେବିରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯାତ୍ରୀ ବିଶ୍ରାମ ଘର ଉଦଘାଟନ କରି ଶୁଭାରମ୍ଭ ହୋଇଥିଲା ଏଇ ଶୁଭାରମ୍ଭ ରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଏବଂ ଅନ୍ୟ ଅତିଥି ମାନେ ମଧ୍ୟ ସାମିଲ ରହିଥିଲେ କିନ୍ତୁ ଶୁଭାରମ୍ଭ କିଛିଦିନପରେ ଯାତ୍ରୀମାନଙ୍କ ବିଶ୍ରାମ ଗାର ସେବା ଯାତ୍ରୀ ମାନଙ୍କ ପ୍ରଶାସନ ରୋକ ଲଗାଇଛନ୍ତି ଏବେ ସେଠାରେ ଫଳକ ଲଗାଯାଇଛି ସତ ହେଲେଯାତ୍ରୀ ମାନଙ୍କପାଇଁ ବିଶ୍ରାମ ଗାର ର ସେବା ବନ୍ଦ ରହିଛି କାରଣ ଯେଉଁଜାଗାରେ ବିଶ୍ରାମ ଗାରଟି ଥିଲା ସେହିଯାଗାରୁ ଏବେ ବିଶ୍ରାମ ଗାର କୁ ଉଠାଇ ଦିଆଯାଇଛି ବା ଭାଙ୍ଗି ଦିଆଯାଇଛି ଏବଂ ବିଶ୍ରାମ ଗାର ଯେଉଁଜାଗାରେ ଥିଲା ସେଠିଏବେ ଏକ ଜଳଖିଆ ଦୋକାନ ଲଗାଯାଇଛି ଯେଉଁ ଯାତ୍ରୀ ଖରାରୁ ବଞ୍ଚିତ ହେବାପାଇଁ ଥକାପଣ ର ନିଶ୍ୱାସ ନେବାପାଇଁ ଆଶ୍ରୟ ଖୋଜୁଥିବା ଯାତ୍ରୀ ଏବେ ବାଙ୍କୀ ବସ ଷ୍ଟପରେ ଅସନ୍ତୋଷ ରହୁଛନ୍ତି କାହିଁକି ପ୍ରଶାସନ ସବୁଜାଣିଶୁଣି କାହିଁକି ଚୁପ ରହିଛନ୍ତି ଓ ଫଳକ ଲଗାଯାଇଥିବା ସ୍ଥାନରେ ଯାତ୍ରୀମାନଙ୍କୁ ବିଶ୍ରାମ ଘରସେବା ପ୍ରଶାସନ ସେବାଯୋଗାଇବ ବାଙ୍କୀରେ ବସକୁ ଅପେକ୍ଷାରେ ରହୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ବାଙ୍କୀ ବିଧାୟକ କେବେ ଯୋଗାଇବେ ସେବା ରହିବ ଯାତ୍ରୀଙ୍କ ଅପେକ୍ଷା


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading