ବୈଦ୍ୟେଶ୍ୱର : ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୮ ତମ ଜନ୍ମ ଉତ୍ସବ ପାଳନ

Creat A Revolution
           

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – କଟକ ଜିଲ୍ଲା ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତର ବିଦ୍ୟାରତ୍ନ ବଜାରଠାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି, ନୀଳମଣୀଙ୍କର ଜନ୍ମ ଜୟନ୍ତୀ ପାଳନ ହେଉଥିବା ସମୟରେ ବିଦ୍ୟାରତ୍ନ ବଜାରରେ ସହସହ ବଜାର ଦୋକାନୀ ଙ୍କ ସହିତ ବୈଦ୍ୟେଶ୍ୱର ଗ୍ରାମବାସୀ ମାନେ ଉପସ୍ଥିତଥିଲେ l ପଞ୍ଚାୟତର ସରପଞ୍ଚ ସୁରଞ୍ଜନ ପଣ୍ଡା, ବିଲସି ମହେଶ୍ୱର ମହାପାତ୍ର, ଭାରତୀୟ ଜନତା ପାର୍ଟିର ନେତା ବୁଲୁ ଚକ୍ରବର୍ତ୍ତୀ, ମେମ୍ବର ସମୀର ଗଡ଼ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଲେଇ, ଅଳସୁଆ ଗ୍ରାମର କିଛି ଭଦ୍ରବ୍ୟକ୍ତି ଙ୍କର ଯୋଗଦାନ ଥିଲା, ସ୍କୁଲର ଶିକ୍ଷକ ଛାତ୍ରଛାତ୍ରୀ ଏବଂ କଲେଜ ର ଛାତ୍ରଛାତ୍ରୀ ପ୍ରିନ୍ସିପାଲ ଜନ୍ମ ଜୟନ୍ତୀରେ ଯୋଗଦାନ କରିଥିଲେ l ପଣ୍ଡିତଙ୍କର ଜନ୍ମ ଜୟନ୍ତୀଟି ସଖାଳ ୭:୦୦ ସମୟରେ ଶାନ୍ତି ଶୃଙ୍ଖଳା ରେ ପାଳନ କରାଯାଇଥିଲା ଏବଂ ବିଜେପି ନେତା ବୁଲୁ ଚକ୍ରବର୍ତ୍ତୀ ନିଜେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ମୂର୍ତ୍ତିରେ ଫୁଲହାର ସମର୍ପିତ କରିଥିବାର ଦେଖିବାକୁ ମିଳିଥିଲା ଜନ୍ମ ଉତ୍ସବ ପାଳିତ ହେଉଥିବା ସମୟ ରେ ଶହଶହ ଲୋକଙ୍କ ଭିଡଭିତରେ ?


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading