ବାଙ୍କୀ, (ବ୍ରହ୍ମାନନ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟ ସଖାଳ ପ୍ରାୟ ୧୦:ବାଜି ୪୦ ମିନିଟ ସମୟରେ ବାଇକ ଚାଳକ ପେଟ୍ରୋଲ ପମ୍ପ ରୁ ତେଲ ପକାଇ ମେନରୋଡ କୁ ବାହାରିବା ସମୟରେ ସାଇଟରୁ ଟାଟା ଏସି ଧକାଦେବା ସହ ୨୦ ଫୁଟ ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ଟାଟା ଏସୀ ୨ ବାଇକ ଆରୋହୀଙ୍କୁ ,
ବାଇକ ଚାଳକ କହିଛନ୍ତି, ବାଟୋଇଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ସ୍ଥାନାନ୍ତର ଗୁରୁତର ବାଇକ ଆରୋହୀ,
ବାଇକ ଆରୋହୀ ଦୁଇଜଣ ଗୌଡ଼ଛେଲି ଗ୍ରାମର ବୋଲି ଜଣା ପଡିଥିବାବେଳେ ଟାଟା ଏସି ଗାଡ଼ିର ଠିକଣା ଅସ୍ପଷ୍ଟ ରହିଛି,ବୈଦ୍ୟେଶ୍ୱର ପୋଲିସ ଦ୍ୱାରା ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଇକ ଏବଂ ଟାଟା ଏସି ଦୁଇଟି ଯାକଗାଡି ଜବତ ହେବାସହ ଟାଟାଏସି ରେ ପାଡ଼ସଲ ଲଦାଥିବାର ଦେଖିବାକୁ ମିଳିଛି , ଦୁର୍ଘଟଣା ସ୍ଥଳରେ କିଛି ଦେଖେଣାହାରୀଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା ?
Discover more from odia.bnslive.in
Subscribe to get the latest posts sent to your email.