ମନୁଷ୍ୟ କାହିଁକି କଷ୍ଟ ପାଏ, କଷ୍ଟରୁ ମୁକ୍ତି କେମିତି ମିଳିବ ?

Creat A Revolution


ଜନ୍ମ ଅଛି ମାନେ ମୃତ୍ୟୁ ହିଁ ସୁନିଶ୍ଚିତ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟକ ମଣିଷ କୈାଣସି ନା କୈାଣସି ରୋଗରେ ଆକ୍ରାନ୍ତ ହୋଇଥାଏ କଥାରେ ଅଛି ଦେହ ଠାଏ ରୋଗ ଠାଏ । ଶରୀର ଅଛି ମାନେ ରୋଗ ଅଛି ରୋଗ ହେଉଛି ଶରୀରର ଶତ୍ରୁ । ସେ ଶତ୍ରୁକୁ ବିନାଶ କରିବା ପାଇଁ ମଣିଷ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରେ । ତେବେ ଆଜି ଆସନ୍ତୁ ଜାଣିବା ଅନିଦ୍ରା ରୋଗରୁ କେମିତି ମୁକ୍ତି ପାଇବା । ଦିନ ସାରା ଯେତେ ପରଶ୍ରମ କରନ୍ତୁ ଆଜ୍ଞା କିନ୍ତୁ ଯଦି ଆପଣଙ୍କର ଶାନ୍ତିରେ ନିଦ ହେଉନି ତେବେ ଶରୀର ଆସ୍ତେ ଆସ୍ତେ ଦୁର୍ବଳ ହୋଇଯିବା । ଆର‌୍ୟୁବେଦ ଶାସ୍ତ୍ରରେ ଲିଖିତ ଥିବା କେତୋଟି ଉପାୟ ବିଷୟରେ ଆସନ୍ତୁ ଜାଣିବା । ଆପଣଙ୍କ ଘରେ ପିଆଜ ନିଶ୍ଚୟ ଥିବା । ପିଆଜ ରସ ଶୁଙ୍ଘିଲେ ଶାନ୍ତିରେ ନିଦ ଆସେ । ପିଆଜ ଭାଜି ଅବା ପୋଡି ଖାଇଲେ ରକ୍ତ ପରଷ୍କାର ହେବା ସହ କୋଷ୍ଠ ପରଷ୍କାର ହୋଇଥାଏ ଏବଂ ରାତିରେ ଭଲ ନିଦ ହୋଇଥାଏ । ବାରିରେ ଶୁନୁଶୁନିଆ ଶାଗ ଥିବ ନଥିଲେ ସଂଗ୍ରହ କରନ୍ତୁ । ଏହାକୁ ଭାଜି ଖାଇବା ଦ୍ୱାରା ଅନିଦ୍ରା ରୋଗରୁ ମୁକ୍ତି ମିଳିଥାଏ । ଅଧିକ ଖାଇବା ଦେହ ପକ୍ଷେ ମଧ୍ୟ କ୍ଷତିକାରକ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!